News

ଫନିଠୁ ବଳିଗଲା କାଳବୈଶାଖୀ

Ss

ସାମୁଦ୍ରିକ ବାତ୍ୟା ଫନିଠାରୁ ବଳିଯାଇଛି କାଳବୈଶାଖୀ ଦୁଃଖ। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ  ବର୍ଷା ହୋଇଛି। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା,ବାଲେଶ୍ୱର, ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ଅପରାହ୍ଣରୁ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ରାଜଧାନୀରେ ସନ୍ଧ୍ୟାରେ ବର୍ଷା, ପବନ ସାଙ୍ଗକୁ ପ୍ରବଳ ଘଡଘଡି ହୋଇଥିଲା।

ପୁରୀରେ କାଳବୈଶାଖୀ ତାଣ୍ଡବ

Puri
Puri

 

ରାତି ପ୍ରାୟ ୯ଟାରେ କାଳବୈଶାଖୀ ପ୍ରଭାବରେ ପୁରୀ ସହର  ସମେତ ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି।  ଯେଉଁଥି ପାଇଁ ବିଜୁଳ ସରବରାହ ପ୍ରଭାବିତ ହୋଇଥିଲା। ବିଜୁଳି କାଟ୍ ଯୋଗୁ ସାରା ସହରରେ ଘନ ଅନ୍ଧକାର ଘୋଟି ଯାଇଥିଲା। ‌ସମାନ ଅବସ୍ଥା ଗ୍ରାମାଞ୍ଚଳରେ ବି ଦେଖିବାକୁ ମିଳିଛି। ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ସତ୍ୟବାଦୀ, ଡେଲାଙ୍ଗ, ପିପିଲିରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ ସାଙ୍ଗକୁ ଛାତି ଥରାଇଦେଲା ଭଳି ବିଜୁଳି ଘଡ଼ଘଡ଼ି ଲୋକଙ୍କୁ ଆତଙ୍କିତ କରିଥିଲା।

ପଢନ୍ତୁ: ଜଳବାୟୁ ପରିବତ୍ତର୍ନ ଲାଗି ଭାରତକୁ ଦୋଷ ଦେଲେ ଡୋନାଲ୍ଡ ଟ୍ରମ୍ଫ

Related posts

ବିମାନ କର୍ମଚାରୀଙ୍କ ଅସଦାଚରଣ କରିବା କଥା ମନରୁ ନଲିଭୁଣୂ ଏବେ ପାଇଲଟଙ୍କ କାମରେ ଯାତ୍ରୀ ଅସନ୍ତୋଷ

ENO Beuro

ଜଣେ ମହିଳାଙ୍କ ସମେତ ୯ ଆତଙ୍କବାଦୀ ରଚିଥିଲେ ଶ୍ରୀଲଙ୍କାରେ ନରସଂହାର

Ratnamani Moharana

ଲୋକଲଜ୍ୟା ସହି ନ ପାରି ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା

ENO Beuro

Leave a Comment