EnewsOdia.Com

‘କାଳିଆ’ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା

ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । କାଳିଆ ଯୋଜନା ଗାଇଡଲାଇନ ଅନୁସାରେ ଗୋଟିଏ କୃଷକ ପରିବାର କହିଲେ ସ୍ବାମୀ ବା ସ୍ତ୍ରୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ବୁଝାଏ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ମାତ୍ର ରାଜନଗରରେ ଶହଶହ ସ୍ବାମୀ, ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ ସହାୟତା ରାଶି ନେଇଛନ୍ତି ଏଥିସହ କାଳିଆ ସହାୟତା ହାତେଇବାକୁ ରାଜନଗରରେ ଶହଶହ ସ୍ବାମୀ, ସ୍ତ୍ରୀ ପୃଥକ ହୋଇ ପଡିଛନ୍ତି । ଏପରିକି ଓସ୍ତିଆ ପଂଚାୟତ ଓସ୍ତିଆ ଗାଁର ୨୦ଜଣ ସ୍ବାମୀ, ସ୍ତ୍ରୀ ପରସ୍ପରଠାରୁ ଅଲଗା ହେବାର ମିଛ ତଥ୍ୟ ଦେଇ କାଳିଆ ସହାୟତା ହାତେଇଥିବା ସୂଚନା ରହିଛି।

ରାଜନଗର ବ୍ଲକର ଓସ୍ତିଆ ପଂଚାୟତରେ କାଳିଆ ଯୋଜନାରେ ଖୋଲାମେଲା ଘୋଟାଲା ହୋଇଛି । ଏହି ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିବା ଓ ତାଲିକା ପ୍ରସ୍ତୁତ ଦାୟିତ୍ବରେ ଥିବା ଅଧିକାରୀ ଓ ତାଙ୍କ ପରିବାର ସଦସ୍ୟ ଏହି ସହାୟତା ହାତେଇ ନେଇଥିବା ବେଳେ ପୁରା ବ୍ଲକରେ ଯୋଜନା କିପରି ସଠିକ ଲୋକଙ୍କ ପାଖରେ ପହଞ୍ଚିଥିବ ତାହା ଆପେ ବୁଝିହେଛି । 

ପଢନ୍ତୁ:ସାତକୋଶିଆରୁ ଫେରିଯିବ ସୁନ୍ଦରୀରାଜନଗର 

ସମ୍ବନ୍ଧିତ ଖବର

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

ରାଜଧାନୀରେ ମାତିଲେଣି ମଶା

Ratnamani Maharana

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

Ratnamani Maharana

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Ratnamani Maharana

ଜାପାନ ପାଳିଲା ‘ଉଲଗ୍ନ ଉତ୍ସବ’

Ratnamani Maharana