ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ରାଜଧାନୀର ପୁରୁଣା କାଳୀପୂଜାମାନଙ୍କ ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ଅନ୍ୟତମ। ଦୁର୍ଲଭ ଦଶ ମହାବିଦ୍ୟା ବେଶ ଦର୍ଶନ ପାଇଁ ପ୍ରସିଦ୍ଧ ସତ୍ୟନଗର ସତ୍ୟକାଳୀ ମନ୍ଦିରରେ ମା’ ମହାକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ରାଜଧାନୀର ପୁରୁଣା କାଳୀପୂଜାମାନଙ୍କ ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ଅନ୍ୟତମ। ଦୁର୍ଲଭ ଦଶ ମହାବିଦ୍ୟା ବେଶ ଦର୍ଶନ ପାଇଁ ପ୍ରସିଦ୍ଧ ସତ୍ୟନଗର ସତ୍ୟକାଳୀ ମନ୍ଦିରରେ ମା’ ମହାକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରମ୍ପରା ଅନୁସାରେ ଏଠାରେ ମା’ଙ୍କ ପୂଜା ୧୦ ଧରି ଚାଲିବ। ଚଳିତ ବର୍ଷ ୪୨ ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜା ଏଥର ମହାସମାରୋହରେ ଆୟୋଜିତ ହେଉଛି। ୨୪ ତାରିଖରୁ ଆରମ୍ଭ ହେଉଥିବା ପୂଜା ନଭେମ୍ବର ୩ ତାରିଖରେ ଶେଷ ହେବ। ଏଥର ଏକ ସୁଦୃଶ୍ୟ ରାଜପ୍ରାସାଦର ତୋରଣ କରାଯାଉଛି। ପୂଜା ବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା’ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ। ପ୍ରଥମ ଦିନ ମହାକାଳୀ ବେଶ ଅନୁଷ୍ଠିତ ହେବ। ୨୫ ତାରିଖରେ ସୂର୍ଯ୍ୟୋପରାଗ ହେବାକୁ ଥିବାରୁ ମା’ଙ୍କ ପୂଜାର ସମସ୍ତ ନୀତିକାନ୍ତି ବନ୍ଦ ରହିବ। ୨୬ ତାରିଖରେ ତାରାବେଶ, ୨୭ରେ ଷୋଡ଼ଶୀ ବେଶ, ୨୮ରେ ଭୁବନେଶ୍ବରୀ ବେଶ, ୨୯ରେ ଭୈରବୀ ବେଶ, ୩୦ରେ ଛିନ୍ନମସ୍ତା ବେଶ, ୩୧ରେ ଧୂମାବତୀ ବେଶ, ନଭେମ୍ବର ୧ରେ ବଗଳା ବେଶ, ୨ରେ ମାତଙ୍ଗୀ ବେଶ ଓ ଶେଷରେ ନଭେମ୍ବର ୩ତାରିଖ ଦିନ ମା’ଙ୍କର କମଳା ବେଶ ଅନୁଷ୍ଠିତ ହେବ। ପୂଜା ଅବସରରେ ସତ୍ୟକାଳୀ ମେଳା ଅନୁଷ୍ଠିତ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ଦୋଳି ଆଦି ପଡ଼ିବ। ପୂଜାର ଶେଷ ୩ଦିନ ଭଜନ ସମାରୋହ ଅନୁଷ୍ଠିତ ହେବ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।