EnewsOdia.Com

ଭୁବନେଶ୍ୱରରେ ବନ୍ଦ ହେବକି ଶତାଧିକ କଲ୍ୟାଣ ମଣ୍ଡପ!

ଆକ୍ସନ ମୋଡରେ ବିଏମ୍‌ସି । ପାର୍କିଂ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପ ଉପରେ ବିଏମ୍‌ସିର ନଜର । ଟାର୍ଗେଟରେ ରହିଛି ୧୦୦ଟି କଲ୍ୟାଣ ମଣ୍ଡପ । ଯେଉଁ ମାନଙ୍କୁ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା ।ନୋଟିସ୍‌ର ଉତ୍ତର ରଖିବା ପାଇଁ ଜାନୁଆରୀ ୩୧ତାରିଖ ଡେଡ଼ ଲାଇନ୍‌ ରହିଛି । ସେଥିମଧ୍ୟରୁ ବର୍ତ୍ତମାନ କେବଳ ୧୫ଜଣ ନୋଟିସ୍‌ର ଉତ୍ତର ରଖିଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିତି ନିୟମ ଓ ଅନୁମତି ହାସଲ ନକଲେ ଫେବୃଆରୀ ପହିଲାରେ ସମ୍ପୃକ୍ତ କଲ୍ୟାଣ ମଣ୍ଡପକୁ ନିଗମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସିଲ୍‌ କରାଯିବ ।

ଏଭଳି ସୂଚନା ଦେଲେ ବିଏମସି କମିଶନର । ପ୍ରମାଦ ଗଣିଲେଣି ମଣ୍ଡପ ମାଲିକ । ବିଏମସିର ପଦକ୍ଷେପକୁ ସ୍ୱାଗତ କଲେ ପୂର୍ବତନ କର୍ପୋରେଟର ଓ ଅଞ୍ଚଳବାସୀ।

ପଢନ୍ତୁ: ଜାଣି ନିଅନ୍ତୁ କରୋନା ଭାଇରସର ଲକ୍ଷଣ ଓ ମୁକାବିଲା କରିବାର ଉପାୟ

ସମ୍ବନ୍ଧିତ ଖବର

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana

କଳିଙ୍ଗ ବାଲିଯାତ୍ରାକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

Ratnamani Maharana

ପୁଣି ଭାଇରାଲ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର

Ratnamani Maharana

ପାକିସ୍ତାନର ତେଜ୍‌ଗାମ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗି ୧୬ ଯାତ୍ରୀ ମୃତ, ୧୩ ଆହତ

Ratnamani Maharana

ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

Ratnamani Maharana