Entertainment

ଲିକ ହେଲା ତାମିଲ ସୁପରଷ୍ଟାରଙ୍କ ଝିଅର ଅଶ୍ଲୀଳ ଫଟୋ

hasan

ତାମିଲ ସୁପରଷ୍ଟାର କମଲ ହାସନଙ୍କ ଝିଅ ଅକ୍ଷରାଙ୍କ ଅଶ୍ଲୀଳ ଫଟୋ ଲିକ ହୋଇଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଅକ୍ଷରା ନଜର ଆସିଛନ୍ତି । ଏହି ଫଟୋ ଖୁବ ପ୍ରାଇଭେଟ । ଏହାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଫଟୋଟି କିଏ ଏବଂ କ’ଣ ପାଇଁ ଭାଇରାଲ କଲା ତାହା ଏପର୍ୟାନ୍ତ ଜଣାପଡ଼ିନାହିଁ। ଏହି ଫଟୋ ପଛରେ କିଛି ସତ୍ୟତା ଅଛି କି ନାହିଁ ସେ ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

hasan

ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସେ ନିଜର ଦୁଃଖ ଜଣାଇଛନ୍ତି । ମୋର କିଛି ବ୍ୟକ୍ତିଗତ ଫଟୋ ଲିକ୍‌ କରାଯାଇଛି । ଏମିତି କିଏ ଏବଂ କ’ଣ ପାଇଁ କଲା ଏ ପର୍ଯ୍ୟନ୍ତ ମୁଁ କିଛି ବି ଜାଣି ପାରି ନାହିଁ । ଏହି ଘଟଣାରେ ମୁଁ ମର୍ମାହିତ ହୋଇଯାଇଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ,ଏହି ଅଭିନେତ୍ରୀ ୨୦୧୫ ରେ ଅମିତାଭ ଓ ଧନୁଷଙ୍କ ଫିଲ୍ମ ଶମିତାଭ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ତେବେ ଏହି ଫଟୋ ଭାଇରାଲ ହେବା ପରେ ଏହା ତାଙ୍କୁ ଧକ୍କା ଦେଇଛି ।

ପଢନ୍ତୁ; ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା!

Related posts

ମ୍ୟାଡମ ତୁସାଦ ମ୍ୟୁଜିୟମରେ କରନ୍‌ ଜୋହର

ENO Beuro

ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ

ENO Beuro

Ume productions new upcoming movie “Feel My Dil”

ENO Beuro

Leave a Comment