News

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବିଳମ୍ଭ ଘଟିପାରେ

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବିଳମ୍ଭ ଘଟିପାରେ

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଏବେ ସୁସ୍ଥ ଅଛନ୍ତି। ସେମାନଙ୍କ ଶରୀରରେ ରକ୍ତାଭାବ ଦେଖା ଦେଉଥିବାରୁ ଅକ୍ଟୋବର ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ବିଳମ୍ବ ହୋଇପାରେ ବୋଲି ଦିଲ୍ଲୀ ଏମସ ନ୍ୟୁରୋ ସାଇନ୍ସ ବିଭାଗ ମୁଖ୍ୟ ଅଶୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଏଠାରେ ସୁଚାଇ ଦଉଛୁ ଯେ, ୪୦ ଜଣିଆ ଡାକ୍ତରୀ ଦଳଙ୍କ ନେତୃତ୍ବରେ ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ପ୍ରଥମେ ପର୍ଯ୍ୟାୟ ଅପରେସନ୍‌ ସରିଛି।

ରାଜ୍ୟ ସରକାର ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଗତ ଜୁଲାଇ ୧୩ ତାରିଖରେ ଭୁବନେଶ୍ୱର ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଥିଲେ ଜଗା-ବଳିଆ। ଏହାପରେ ଗତ ଜୁଲାଇ ୨୨ ତାରିଖରେ ନୂଆଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ଚିକିତ୍ସା ହୋଇଥିଲା। ଏହି ଅସ୍ତ୍ରୋପଚାର ପାଇଁ  ରାଜ୍ୟ ସରକାର ୧ କୋଟି ଟଙ୍କା ସହାୟତା ଯୋଗାଇ ଦେଇଥିଲେ।

ଦୁଇ ଭାଇଙ୍କ ସଫଳ ଚିକିସ୍ଛା ନିମନ୍ତେ ସମସ୍ତେ ଭଗବାନଙ୍କୁ ଡାକୁଛନ୍ତି ।

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବିଳମ୍ଭ ଘଟିପାରେ

 

Related posts

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

ENO Beuro

ଲେଖା ହେଇଥିବା କିମ୍ବା ରଙ୍ଗ ଲାଗିଥିବା ନୋଟ୍‌କୁ ବ୍ୟାଙ୍କ ମନା କରିପାରିବ ନାହିଁ

ENO Beuro

‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ENO Beuro

Leave a Comment