EnewsOdia.Com

ପରଦାକୁ ଆସିବ ଫିଲ୍ମ ‘ତେଜସ୍‌’

ଆସନ୍ତା ବର୍ଷ ପରଦାକୁ ଆସିବ ଫିଲ୍ମ ‘ତେଜସ୍‌’। ତେବେ ତା’ପୂର୍ବରୁ ଫିଲ୍ମର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଏଥିରେ କଙ୍ଗନା ରାଣାୱତଙ୍କୁ ପାଇଲଟ୍ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। କାରଣ ସେ ଏହି ଫିଲ୍ମରେ ଜଣେ ପାଇଲଟ୍ ଭୂମିକାରେ ହିଁ ଅଭିନୟ କରୁଛନ୍ତି। ପୋଷ୍ଟର୍‌ରେ କଙ୍ଗନା ଏକଦମ୍‌ କିଲର୍‌ ଲୁକ୍‌ରେ ନଜର ଆସିଛନ୍ତି। ସେ ଭାରତୀୟ ବାୟୁସେନାର ୟୁନିଫର୍ମ ପିନ୍ଧିଥିବା ବେଳେ ହାତରେ ହେଲ୍‌ମେଟ୍‌ ଧରିଛନ୍ତି। ତାଙ୍କ ପଛରେ ଭାରତୀୟ ବାୟୁସେନାର ଏକ ଫାଇଟର୍ ଜେଟ୍ ମଧ୍ୟ ଛିଡ଼ା ହୋଇଛି। ତେବେ ତାଙ୍କ ଲୁକ୍‌କୁ କମ୍ପ୍ଲିଟ୍‌ କରୁଛି ତାଙ୍କର କଳା ଚଷମା।

କଙ୍ଗନାଙ୍କ ଟିମ୍ ଏହି ଫିଲ୍ମଟିକୁ ସେନାରେ ଥିବା ସମସ୍ତ ମହିଳାଙ୍କୁ ଉତ୍ସର୍ଗ କରିଛି। କଙ୍ଗନାଙ୍କ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରି ଲେଖିଛନ୍ତି, ୟୁନିଫର୍ମ ପିନ୍ଧୁଥିବା ସମସ୍ତ ସାହସୀ ଓ ଦୃଢ଼ମନା ମହିଳାଙ୍କ ପାଇଁ, ଯେଉଁମାନେ ଦିନରାତି ଆମ ଦେଶପାଇଁ ତ୍ୟାଗ କରନ୍ତି। କଙ୍ଗନା ତାଙ୍କ ଆଗାମୀ ଫିଲ୍ମରେ ବାୟୁସେନାର ପାଇଲଟ୍‌ ଭୂମିକାରେ ଅଭିନୟ କରୁଛନ୍ତି, ଯାହାର ନାଁ ହେଉଛି- ତେଜସ୍।

ପଢନ୍ତୁ: ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

ସମ୍ବନ୍ଧିତ ଖବର

ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌

Ratnamani Maharana

ଆଜି ପ୍ରଦାନ କରାଯିବ ୬୬ ଜାତୀୟ ଚଳଚିତ୍ର ପୁରସ୍କାର

Ratnamani Maharana

ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

Ratnamani Maharana

ମୋଗାମ୍ବୋ ଚରିତ୍ରରେ ନଜର ଆସିବେ ଶାହରୁଖ ଖାନ

Ratnamani Maharana

4 tier କେକ୍‌ କାଟି ଜନ୍ମଦିନ ପାଳିଲେ ସଲମାନ

Ratnamani Maharana

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

Ratnamani Maharana