POLITICALS

ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ଦାଖଲ କଲେ ପାର୍ଥୀ ପତ୍ର

କିଛି ସମୟ ଦିନ ହେଲାଣି କହ୍ନେୟାଙ୍କୁ ଟିକେଟ ମିଳିବ କି ନେଇ ସନ୍ଦେହ ଲାଗି ରହିଥିଲା। ଏନେଇ ସୁପ୍ରିମକୋର୍ଟ  ମଧ୍ୟ ହାତ ଟେକିଦେଇଥିଲେ। ତେବେ କହ୍ନେୟା ବାରମ୍ବାର କୋର୍ଟର ଦ୍ଵାରସ୍ଥ ହେବା ପରେ ତାଙ୍କୁ ନିର୍ବାଚନ  ଲଢିବାକୁ ମିଳିଛି ଅନୁମତି। ତେବେ କହ୍ନେୟା କୁମାର ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି ଥିଲା ବେଳେ ଛନ୍ଦି ହୋଇଯାଇଛନ୍ତି ବହୁ ବିବାଦରେ। ଏବେ ବିହାରର ବେଗୁସରାଇରୁ ସିପିଆଇ  ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢିବେ କହ୍ନେୟା।


ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନିଜ ଘର ପାଖରୁ ଆରାଧ୍ୟ ଦେବୀଙ୍କ ପୂଜା ପରେ ସେ ୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା  କରିଥିଲେ। ଏହି ସମୟରେ ତାଙ୍କ ସହ ଶହଶହ ଲୋକ ସାଇକେଲ୍‌ ଏବଂ ବାଇକ୍‌ରେ ଯାଇଥିଲେ। କହ୍ନୈୟା କୁମାର ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଥିବା ବେଳେ ଦେଶ ବିରୋଧୀ ନାରା   ଦେଇଥିବା ଅଭିଯୋଗ ହୋଇଥିଲା।
ପଢନ୍ତୁ: ବିଜେପି ନିର୍ବାଚନୀ ଇସ୍ତାହାରରେ ମିଛ ପ୍ରତିଶ୍ରୁତି ଦର୍ଶାଇ ଟୁଇଟ୍‌ କଲେ ସୁବ୍ରମଣିୟାନ୍‌ ସ୍ୱାମୀ

Related posts

ନିର୍ବାଚନୀ ପ୍ରଚାର ପାଇଁ ନବୀନଙ୍କ ପାଟକୁରା ଗସ୍ତ

Ratnamani Moharana

କମଲନାଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ENO Beuro

କଂଗ୍ରେସ କର୍ମୀ ଓ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ନିରବ ପ୍ରତିବାଦ କଲେ କଂଗ୍ରେସ କର୍ମୀ

Ratnamani Moharana

1 comment

Leave a Comment