EnewsOdia.Com

ଭାଇରାଲ ହେଉଛି କପିଲଙ୍କ ସହ କୁନିଝିଅର ଫଟୋ

ହସ କଥା ମନେ ପଡିଲେ ମନେ ପଡ଼ନ୍ତି କପିଲ ଶର୍ମା। ମନଦୁଃଖ ହେଲେ ମନେ ପଡ଼ନ୍ତି କପିଲ ଶର୍ମା। କାରଣ ସେ ହେଉଛନ୍ତି  କମେଡି ବାଦ୍‌ଶାହ । ନିଆରା ଷ୍ଟାଇଲ୍‌ରେ ଦର୍ଶକଙ୍କୁ ଖୁବ୍‌ ହସାନ୍ତି। ହେଲେ ଆଜିକାଲି କପିଲ ଶର୍ମା ଟିଭି ପରଦା ବ୍ୟତୀତ ସୋଶାଲ ମିଡିଆରେ ବି ବେଶ ଆକ୍ଟିଭ ଅଛନ୍ତି। କିଛି ଫଟୋ କପିଲ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହା ଖୁବ୍‌ ଭାଇରାଲ ହୋଇଛି।

ଫଟୋରେ କପିଲ ତାଙ୍କ କୁନି ଝିଅକୁ କୋଳରେ ଧରିଥିବ ଦେଖିବାକୁ ମିଳିଛି। ଏହି ଫଟୋ ସୋଶାଲ ମିଡିଆରେ ଧୂମ୍‌ ମଚାଇଛି। ଫଟୋରେ କପିଲ ଶର୍ମାଙ୍କ କୁନି ଝିଅ ବି ଭାରି କ୍ୟୁଟ ଲାଗୁଛି।

ତା ଛଡା ଫଟୋରେ ଲାଗୁଛି ଯେମିତି ବାପା-ଝିଅ ପରସ୍ପରକୁ ଚାହିଁଛନ୍ତି।

ସୂଚନାଯୋଗ୍ୟ , ଡିସେମ୍ବର ୧୦ ତାରିଖ କପିଲ ଏକ କନ୍ୟା ସନ୍ତାନର ପିତା ହେବା ସୌଭାଗ୍ୟ ଅର୍ଜନ କରିଥିଲେ। ଏହି ଖବର ସେ ତାଙ୍କର ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରିଥିଲେ। ଏହା ପରେ ତାଙ୍କୁ ବହୁତ ଅଭିନନ୍ଦନ ମିଳିଥିଲା।

ପଢନ୍ତୁ: ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

ସମ୍ବନ୍ଧିତ ଖବର

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

Ratnamani Maharana

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

Ratnamani Maharana

କୋରିଓଗ୍ରାଫର ରେମୋ ଡିସୋଜାଙ୍କୁ ଜେଲ୍‌!

Ratnamani Maharana

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’

Ratnamani Maharana

ଓସ୍କାର ଦୌଡ଼ରେ ଓଡ଼ିଆ ପ୍ରଯୋଜକ ଜିତେନ୍ଦ୍ରଙ୍କ ସିନେମା ‘ଦ ଲାଷ୍ଟ କଲର୍‌’

Ratnamani Maharana

ଇଣ୍ତିଆନ ଆଇଡଲ ଟପ୍-୧୫ରେ କଟକ ଝିଅ ଚେଲ୍‌ସି

Ratnamani Maharana