ମ୍ୟାଡମ ତୁସାଦ ମ୍ୟୁଜିୟମରେ କରନ୍‌ ଜୋହର

କରନ୍‌ଙ୍କର ଉକ୍ତ ମହମ ପ୍ରତିମୂର୍ତ୍ତି ଶେଷ ହେବାକୁ ୬ମାସ ଲାଗିବ

ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି । କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

ଲଣ୍ଡନରେ ଆରମ୍ଭ କରାଯାଇଥିବା କରନ୍‌ଙ୍କର ଉକ୍ତ ମହମ ପ୍ରତିମୂର୍ତ୍ତି ଶେଷ ହେବାକୁ ୬ମାସ ଲାଗିବ ।  ବଲିଉଡ୍‌କୁ ‘କୁଛ୍‌ କୁଛ୍‌ ହୋତା ହୈ’, ‘ମାଇଁ ନେମ୍‌ ଇଜ୍‌ ଖାନ୍‌’, ‘ୟେ ଯବାନି’ ଭଳି କିଛି ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ।  କରନ୍‌ଙ୍କର ଏହି ପ୍ରତିମୂର୍ତ୍ତିକୁ ନେଇ ସିନେପ୍ରେମୀ ଖୁସି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଏଠି ଶାହରୁଖ୍‌ ଖାନ୍‌, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଲମାନ ଖାନ୍‌, କରିନା କପୁର, ଅନିଲ କପୁର, କ୍ୟାଟ୍ରିନା କୈଫ୍‌, ସଚ୍ଚିନ ତେନ୍ଦୁଲକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହ୍ରିତିକ ରୋଶନ, ମାଧୁରୀ ଦୀକ୍ଷିତ, ପ୍ରଭାସ ଓ ବରୁଣ ଧାଓ୍ବନଙ୍କ ମହମ ପ୍ରତିମୂର୍ତ୍ତି ପୂର୍ବରୁ ଏଠାରେ ସ୍ଥାନ ପାଇଛି ।

ପଢନ୍ତୁ ;

ନ୍ୟୁୟର୍କର ମ୍ୟାଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଲା କ୍ୟାଟ୍ରିନା କୈଫଙ୍କ ମହମ ମୂର୍ତ୍ତି

ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି - 91%

91%

ଲଣ୍ଡନରେ ଆରମ୍ଭ କରାଯାଇଥିବା କରନ୍‌ଙ୍କର ଉକ୍ତ ମହମ ପ୍ରତିମୂର୍ତ୍ତି ଶେଷ ହେବାକୁ ୬ମାସ ଲାଗିବ - 88%

88%
89.5%

Very Good!

ମ୍ୟାଡମ ତୁସାଦ ମ୍ୟୁଜିୟମରେ କରନ୍‌ ଜୋହର

ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି । କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

No Votes Yet

You're not rated yet