Entertainment

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ? 

‘ଏଣ୍ଟରଟେନମେଣ୍ଟ କି ରାତ- ଦ ଏକ୍ସଟେନସନ’ରେ ନଜର ଆସିବେ ଏହି ଯୋଡି

ବିପାଶା ଏବଂ ତାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ବର୍ତ୍ତମାନ ଖବର ଆସୁଛି ବିପାଶା ଏବଂ ତାଙ୍କ ପତି କରଣ ସିଂ ଗ୍ରୋଭର ଖୁବ ଶୀଘ୍ର ଏକ ଟିଭି ଶୋ’ରେ ନଜର ଆସିବେ ତେବେ ଆସନ୍ତୁ ଜାଣିବେ କେଉଁ ଶୋ’ରେ ନଜର ଆସିବେ ଏହି ଷ୍ଟାର କପଲ ।

ଖବର ଅନୁସାରେ ବିପାଶା ନିଜ ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକମାନଙ୍କୁ କହିଛନ୍ତି ଯେ କରଣଙ୍କୁ ତାଙ୍କ ବିପକ୍ଷରେ କାଷ୍ଟ କରିବା ପାଇଁ କିନ୍ତୁ ଏହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ । ତେବେ ଶୁଣିବାକୁ ମିଳୁଛି କି  ଖୁବ ଶୀର୍ଘ କରଣ ଏବଂ ବିପାଶା ଛୋଟ ପରଦାକୁ ଫେରୁଛନ୍ତି ।

ବଲିଉଡ ଅଭିନେତ୍ରୀ ବିପାଶା ଏହାର ଖୁଲାସା କରିଛନ୍ତି । କରଣ ଏବଂ ବିପାଶା ଖୁବ ଶୀଘ୍ର କଲର୍ସର ନୂଆ ଶୋ’ ‘ଏଣ୍ଟରଟେନମେଣ୍ଟ କି ରାତ- ଦ ଏକ୍ସଟେନସନ’ରେ ନଜର ଆସିବେ । ଏହି ନୂଆ ଶୋ’କୁ ନେଇବ ବିପାଶା କହିଥିଲେ ବର୍ତ୍ତମାନ ଏହି ଶୋ’ର ନାଁ ଫାଇନାଲ ହୋଇନାହିଁ ।

ଏହି ସୋ ଏପ୍ରିଲରେ ରିଲିଜ ହେବ । ଆପଣ ଜାଣିଥିବେ ପରଦାରୁ ହିଁ କରଣ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖବର ଅନୁସାରେ ଦୁହେଁ ଏହି ଶୋ’ ପାଇଁ ସୁଟ ମଧ୍ୟ କରିଛନ୍ତି ।

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ?  karan and bipasa

ପଢନ୍ତୁ ;

ଜାଣନ୍ତୁ ଘରୋଇ ଉପାୟରେ ରୋଷେଇଶାଳ ପାଇଁ କିଛି ଟିପ୍ସ

Related posts

ଶ୍ରୀଦେବୀଙ୍କ କକା ବେଣୁଗୋପାଳ ରେଡି କହିଲେ ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା

ENO Beuro

ଫିଟ୍‌ ଓ ସୁନ୍ଦର ରହିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ ଥର ପ୍ଲାଷ୍ଟିକ୍‌ ସର୍ଜରୀ

ENO Beuro

ଏହି ଅଭିନେତ୍ରୀଙ୍କ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More