Entertainment

ମା’ ହେବେ ବେବୋ

ରିୟଲ୍ ଲାଇଫରେ ତ ବେବୋ ଓରଫ କରିନା କପୁର ମାଆ ହୋଇସାରିଛନ୍ତି। ଏବେ ରିଲ୍ ରେ ମାଆ ହେବାକୁ ଯାଇଛନ୍ତି। କରନ ଜୋହରଙ୍କ ଆଗାମୀ ଫିଲ୍ମରେ ରାଜ୍ ମେହେତା ନିର୍ଦେଶନା କରିବେ। ଫିଲ୍ମଟିର ଟାଇଟଲ ଏବେ ପ୍ରସ୍ତୁତ ହେଇନି। ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ “କି ଆଣ୍ଡ କା” ପରେ ଏହି ଫିଲ୍ମ ଶୁଟିଙ୍ଗ ହୋଇଥାନ୍ତା।,କିଛି କାରଣ ପାଇଁ ଫିଲ୍ମର ଶୁଟିଙ୍ଗ ବନ୍ଦ ରହିଥିଲା।

କରିନାଙ୍କ ବ୍ୟତୀତ ଏହି ଫିଲ୍ମରେ ଆଉ ତିନିଜଣ ମୁଖ୍ୟ ଚରିତ୍ରରେ ରହିବେ। ରୋମାନ୍ସ ଏବଂ ପାରିବାରିକ ସମସ୍ୟା ଏହି ଫିଲ୍ମର ମୁଖ୍ୟ କାହାଣୀ। ଫିଲ୍ମରେ ଦୁଇଟି ବିବାହିତ ଯୋଡି ଦେଖିବାକୁ ମିଳିବ। ପ୍ରଥମ ଯୋଡି ବହୁବର୍ଷର ବିବାହିତ ଏବଂ ଦ୍ଵିତୀୟ ନବବିବାହିତ।

ସୂଚନାଯୋଗ୍ୟ ଯେ, ଜୁନ ୧ ତାରିଖରେ କରିନାଙ୍କର ଫିଲ୍ମ “ବୀର ଦି ୱେଡିଂ” ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମକୁ ନିର୍ଦେଶନା ଦେଇଛନ୍ତି ଶଶାଙ୍କ ଘୋଷ !

ମା’ ହେବେ ବେବୋ kareena

ପଢନ୍ତୁ; ଦିଲ୍ଲୀର ରବର ଫ୍ୟାକ୍ଟ୍ରି ଗୋଦାମରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାକୁ ବାୟୁସେନା ହେଲିକାପ୍ଟର୍‌ ନିୟୋଜିତ!

Related posts

ସଫଳ ପ୍ରଯୋଜିକା ଭାବେ ଅନୁଷ୍କା ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବେ

Krishna Kumar Manoj

ଏଥର ଗୁରୁ ଭୂମିକାରେ ନଜର ଆସିବେ ଟାଇଗର୍‌ ଶ୍ରଫ୍‌

Krishna Kumar Manoj

ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More