POLITICALS

ନିର୍ବାଚନ ଲଢିବା ପ୍ରସଙ୍ଗରେ ଏହା କହିଲେ ବଲିଉଡ ଅଭିନେତ୍ରୀ କରୀନା

kareena

୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରେ ଅଂଶ ଗ୍ରହଣ କରିବା ନେଇ ଗୋଟିଏ ପରେ ଗୋଟିଏ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି। ଜାନୁଆରୀ ୨୧ ତାରିଖରେ ନବାବ ପରିବାରର ବୋହୂ ତଥା ବଲିଉଡ୍‌ ସୁପରଷ୍ଟାର କରୀନା କପୁର ଖାନଙ୍କ ନାମ ଶୁଣିବାକୁ ମିଳିଥିଲା। ସେ କଂଗ୍ରେସ ପକ୍ଷରୁ ଭୋପାଳରୁ ନିର୍ବାଚନ ଲଢ଼ିବେ ସୂଚନା ମିଳିଥିଲା। କରୀନା କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।

kareena

ସେ କହିଛନ୍ତି ଯେ ତାଙ୍କୁ ସିନେମାପାଇଁ ଫୁରସତ୍‌ ନାହିଁ କେତେବେଳେ ରାଜନୀତି କରିବେ। ସବୁଠାରୁ ବଡ଼ କଥା ହେଲା ତାଙ୍କୁ କୌଣସି ପାର୍ଟି ପକ୍ଷରୁ ଏଯାଏଁ ପ୍ରସ୍ତାବ ବି ମିଳି ନାହିଁ । ତାଙ୍କର ରାଜନୀତିରେ ଆଗ୍ରହ ନାହିଁ।

ସୂଚନାଯୋଗ୍ୟ,ଭୋପାଳରେ ଯୁବ ଭୋଟର ଅଧିକ ଥିବାରୁ କରୀନା ନିର୍ବାଚନ ଳଢ଼ିଲେ ନିଶ୍ଚୟ ବହୁମତ ହାସଲ କରିବେ ବୋଲି କଂଗ୍ରେସର ନେତାମାନେ ତାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ।

ପଢନ୍ତୁ;  କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ

Related posts

ଜନ୍ମ ସମୟର ନର୍ସଙ୍କୁ ଦେଖି ଭାବବିହ୍ୱଳ ହେଲେ ରାହୁଲ

Ratnamani Moharana

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

ମୋଦିଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ ସ୍ଥାନ ମିଳିବା ସମ୍ଭାବନା

Ratnamani Moharana

Leave a Comment