EnewsOdia.Com

ଆଇସିସି ଟି-୨୦ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିବେ କରୀନା କପୂର

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଓ ପୁରୁଷ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଟକୁ ବଲିଉଡ୍ ଅଭିନେତ୍ରୀ କରୀନା କପୂର ଉଦ୍‌ଘାଟନ କରିବେ।  ଏ ନେଇ ସନ୍ଧ୍ୟାରେ ଚାଲିଥିବା କାର୍ଯ୍ୟକ୍ରମରେ ମହିଳା ଖେଳୀଳିଙ୍କୁ କରୀନା ସମ୍ମାନ ଜଣାଇଥିଲେ। ଆଇସିସି ବିଶ୍ବକପରେ ସେ ଅଂଶ ଗ୍ରହଣ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। କରୀନା କପୂର ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମସୁର ଅଲ୍ଲୀ ଖାନଙ୍କ ପଟ୍ଟୌଦୀଙ୍କ ବୋହୂ ।

ଅଭିନେତା ଅକ୍ଷୟ କୁମାରଙ୍କ ସହ କରୀନା ଗୁଡ୍‌ ନ୍ୟୁଜରେ ବ୍ୟସ୍ତ ରହୁଛନ୍ତି। ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା ଲାଲ ସିଂହ ଚଢ଼ା ଫିଲ୍ମରେ ଆମିର ଖାନଙ୍କ ସହ କରୀନା ନଜର ଆସିବେ। ୨୦୨୦ ମସିହାରେ ଅଷ୍ଟ୍ରେଲିଆ ହେବାକୁ ଥିବା ବିଶ୍ବ ଟି-୨୦ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ପଢନ୍ତୁ: ଏସଜିଠାରୁ ୭୨ ପିଙ୍କ୍ ବଲ ମଗାଇଲା ବିସିସିଆଇ

ସମ୍ବନ୍ଧିତ ଖବର

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦

Ratnamani Maharana

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

Ratnamani Maharana

ମାର୍ଚ୍ଚ ୨୯ରୁ ଆଇପିଏଲ୍ ମହାସମର

Ratnamani Maharana

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

Ratnamani Maharana

ଟୋକିଓ ଅଲମ୍ପିକରେ ପହଞ୍ଚିଲା କରୋନା ଆତଙ୍କ

Ratnamani Maharana