• Home
  • News
  • କାଶ୍ମୀରର ପ୍ରଥମ ମହିଳା ମୁସଲମାନ ପାଇଲଟ ଇରାମ୍ ହବିବା
News

କାଶ୍ମୀରର ପ୍ରଥମ ମହିଳା ମୁସଲମାନ ପାଇଲଟ ଇରାମ୍ ହବିବା

ଆସନ୍ତା ମାସରେ ଏକ ଘରୋଇ ଏୟାରଲାଇନ୍ସରେ ଯୋଗ ଦେବେ କାଶ୍ମୀରର ପ୍ରଥମ ମହିଳା ମୁସଲମାନ ପାଇଲଟ ଇରାମ୍ ହବିବା । ତାଙ୍କୁ ଏବେ ୩୦ବର୍ଷ ହୋଇଥିବା ବେଳେ କମର୍ସିଆଲ୍ ଲାଇସେନ୍ସ ପାଇବାକୁ ସମ୍ପ୍ରତି ଇରାମ୍ ଦିଲ୍ଲୀରେ କ୍ଲାସ ନେଉଛନ୍ତି । ୨୦୧୬ରେ ସେ ଯୁକ୍ତରାଷ୍ଟ୍ର ଆମେରିକାରୁ ପାଇଲଟ୍ ତାଲିମ ସମାପ୍ତ କରିଥିଲେ । ଅନ୍ୟପଟେ ଇରାମ କହନ୍ତି ମୁଁ ଜଣେ କାଶ୍ମୀରୀ ମୁସଲମାନ ହୋଇ ବିମାନ ଚଳାଉଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ମୁଁ ମୋ ଲକ୍ଷରେ ଆଗେଇ ଚାଲିବି।

kash ମୁସଲମାନ କାଶ୍ମୀରର ପ୍ରଥମ ମହିଳା ମୁସଲମାନ ପାଇଲଟ ଇରାମ୍ ହବିବା kash

କାଶ୍ମୀରୀ ପଣ୍ଡିତ ତନ୍‍ଭି ରାଇନା ୨୦୧୬ରେ କାଶ୍ମୀରର ପ୍ରଥମ ମହିଳା ପାଇଲଟ୍‍ ଭାବେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ସେହିପରି ଗତ ବର୍ଷ ଏପ୍ରିଲ୍‍ ମାସରେ କାଶ୍ମୀରର ୨୧ବର୍ଷ ବୟସ୍କା ଆୟେଶା ଅଜିଜ୍‍ ପ୍ରଥମ ସର୍ବକନିଷ୍ଠ ଷ୍ଟୁଡେଣ୍ଟ ପାଇଲଟ୍‍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସାରାହ ହମିଦ ଅହମ୍ମଦ ଦେଶର ପ୍ରଥମ ମୁସଲିମ୍‍ ପାଇଲଟ୍‍ ଭାବେ ମାନ୍ୟତା ପାଇଛନ୍ତି।

ପଢନ୍ତୁ; ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାହୁଲଙ୍କ ବିମାନ

Related posts

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

Krishna Kumar Manoj

ମହାରାଷ୍ଟ୍ର ଖଣ୍ଡାଲାରେ ଦୁର୍ଘଟଣା: ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌ ୧୭ ମୃତ

Krishna Kumar Manoj

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More