• Home
  • Movie News
  • “କଥା ନୁହେଁ ଏ କଥା” ଓଡିଆ ଛବି ଆଜି ପରଦା ଉପରକୁ ଆସୁଛି
Movie News

“କଥା ନୁହେଁ ଏ କଥା” ଓଡିଆ ଛବି ଆଜି ପରଦା ଉପରକୁ ଆସୁଛି

ପ୍ରାୟ ଚାରି ବର୍ଷ ଧରି ନିର୍ମାଣାଧୀନ ଥିବା ଏକ ଓଡିଆ ଛବି “କଥା ନୁହେଁ ଏ କଥା” ଅବଶେଷରେ ଆଜି ପରଦାକୁ ଆସୁଛି । ଏଲିନ୍‌ ସୋମୀନ୍‌ ଏନ୍ଟାରଟେନମେନ୍ଟ ବ୍ୟାନର ଦ୍ଵାରା ପ୍ରସ୍ତୁତ ଏହି ସିନେମା ଏକ ମୌଳିକ କାହାଣୀ ଉପରେ ପର୍ଜ୍ୟବେଶିତ ଓଡିଆ ଛବି ।

ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ କୁ ନେଇ ନିର୍ମାଣ ଏହି ସିନେମାରେ ନବାଗତ ସନ୍ତୋଷ ଅଛନ୍ତି ନାୟକ ଭୂମିକାରେ । ଏଥିରେ ନାୟିକା ଭୂମିକାରେ ଅଛନ୍ତ ନବାଗତା ସୋନାଲୀ ରାୟ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ପଟ୍ଟନାୟକ ଏବଂ ବ୍ରଜ ନାୟକ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ଏହାର ଚିତ୍ରନାଟ୍ୟ-ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନରୋତ୍ତମ ପରିଡା। ଏଲିନ୍‌ ସୋମୀନ୍‌ ଏହାର ପ୍ରଯୋଜକ ଏବଂ ପିଣ୍ଟୁ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମେ ‘କଥା ନୁହେଁ ଏ କଥା’ର ଟାଇଟଲ୍‌ ଥିଲା ‘କଥା ତ ଏତିକି’। କିନ୍ତୁ ପରେ ଏହାକୁ ବଦଳା ଦିଆଯାଇଥିଲା ।

Related posts

Bindas Romeo Odia Movie Releasing Today

Jitendra

ବାବୁଶାନ ଓ ଶୀତଲ ଙ୍କ ନୂଆ ସିନେମା ସୁନା ପିଲା ଟିକେ ସ୍କ୍ରୁ ଢିଲା ଆଜି ପରଦା ଉପରକୁ ଆସୁଛି

Krishna Kumar Manoj

The Music Release Of Anubhav’s Upcoming Odia Movie “Abhay” Was Held

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More