Entertainment

‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ରେ ଭାଇରାଲ ହେଲା ଇସାବେଲ-କ୍ୟାଟ୍ରିନାଙ୍କ ବ୍ରାଇଡାଲ ଲୁକ

ଚର୍ଚ୍ଚାରେ ବଲିଉଡର ଏହି ଦୁଇ ଭଉଣୀ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି । ପର୍ସୋନାଲ ଲାଇଫ ହଉ କିମ୍ବା ପ୍ରଫେସୋନାଲ ଲାଇଫ ହଉ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କ୍ୟାଟ୍ରିନା । ସେ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ନୂଆ ଫଟୋସୁଟ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ କ୍ୟାଟ୍ରିନାଙ୍କ ସହି ତାଙ୍କ ଭଉଣୀ ଇସାବେଲ ମଧ୍ୟ ନଜର ଆସିଛନ୍ତି ।

ଏହି ଫଟୋରେ ଦୁହେଁ ବ୍ରାଇଡାଲ ଲୁକରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ପାଇଁ କରିଥିବା ଏହି ଫଟୋସୁଟର କଭର ଫଟୋ ଏବଂ ଅନ୍ୟ ଏକ ଫଟୋକୁ କ୍ୟାଟ୍ରିନା ଶେୟାର କରିଥିଲେ ।

ସୂଚନା ଅନୁସାରେ ଇସାବେଲ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ସୁରଜ ପଂଚୋଲୀଙ୍କ ସହିତ ‘ଟାଇମ ଟୁ ଡ୍ୟାନ୍ସ’ ଜରିଆରେ ଡେବ୍ୟୁ କରିବେ । ଏହି ଫିଲ୍ମ ସଲମାନ ଖାନ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମାଣ କରାଯିବ ।

ବର୍ତ୍ତମାନ କ୍ୟାଟ୍ରିନା ନିଜର ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ଏବଂ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ପଢନ୍ତୁ ;

ଫ୍ରିଜର ଥଣ୍ଡା ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ଜାଣନ୍ତୁ ?

Related posts

Ollywood industries has completed 80 Years

Jitendra

ରିଲିଜ ହେଲା ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଏକ ମଜାଦାର ଗୀତ ‘Tiktok ରଙ୍ଗବତୀ’

ENO Beuro

‘ଟୋକାଟା ଫସିଗଲା’ ସିନେମାରେ ପ୍ରଥମ ଥର ନଜର ଆସିବେ ଏହି ଯୋଡି

ENO Beuro

1 comment

Leave a Comment