Featured

ଆପଣମାନେ ଜାଣିଛନ୍ତି କି କେବିସି ର କୋଟି କୋଟି ଟଙ୍କା କୋଉଠୁ ଆସୁଛି ?

ଆପଣମାନେ ଜାଣିଛନ୍ତି କି କେବିସି ର କୋଟି କୋଟି ଟଙ୍କା କୋଉଠୁ ଆସୁଛି ?

କନ ବନେଗା କରୋଡପତି ବା କେବିସି ଏକ କୋଟି କୋଟି ଟଙ୍କାର ଖେଳ । ଏହି ଶୋକୁ ବିଗ ବି ଅମିତାଭ ବଚ୍ଚନ ଉପସ୍ଥାପନା କରୁଛନ୍ତି ।

୨୮ ଅଗଷ୍ଟ ୨୦୧୭ ଠାରୁ କେବିସି ର ନବମ ଅଧ୍ୟାୟ ସୋନୀ ଟିଭି ରେ ପ୍ରସାରଣ କରାଯାଉଛି ଏବୋଂ ଏକ ମହିଳା ୧ କୋଟି ଟଙ୍କା ଜିତିକି ଯାଇସାରିଛନ୍ତି ।  ଏହି ଖେଳରେ ୧୬ଟି ପ୍ରଶ୍ନ ରହିଛି ଏବୋଂ ସର୍ବୋତ୍ତମ ପୁରସ୍କାର ରାଶି ୭ କୋଟିରହିଛି ।

ଭାରତର ସବୁଠୁ ବଡ ସୁପରଷ୍ଟାର ଅମିତାଭ ବଚ୍ଚନ ଙ୍କ ଡାଇଲଗ ଦେବିୟୋନ ଓଉର ସଜ୍ଜନ, ଲକ କିଆ ଯାଏ, ଲୋକମାନଙ୍କ ମଦୟରେ ବହୁତ ପ୍ରସିଦ୍ଧ । ଏହି ଖେଳ ଲୋକମାନଙ୍କ ମନରେ ଆଗ୍ରହ ସୃଷ୍ଟି କରୁଛି । ଏହି ଖେଳରେ ସବୁଠୁ ମଜାଦାର ହେଲା ଏହାର ପ୍ରଶ୍ନ ।

ଖେଳରେ ଉପଲବ୍ଧ ପ୍ରଶ୍ନ ଗୁଡିକର ସଂଖ୍ୟା ଏକା ସହ ପରିବର୍ତନ କରାଯାଇଛି। ଏଥିପାଇଁ ପୁରା ପୁରସ୍କାର ରାଶିରେ ମଧ୍ୟ ଏହି ପରିବର୍ତନ କରାଯାଇଛି । କେବିସି ର ନବମ ଅଧ୍ୟାୟରେ ୧୬ ଟି ପ୍ରଶ୍ନ ପ୍ରସ୍ତୁତ ହେଇଛି ଏବୋଂ ପ୍ରଥମ ୧୦ ଟି ପ୍ରଶ୍ନରେ ସମୟସୀମା ରହିଛି । ପ୍ରଥମ ୫ଟିକୁ ୪୫ ସେକେଣ୍ଡ ଏବୋଂ ତାପର ୫ଟି ପାଇଁ ୬୦ ସେକେଣ୍ଡ ସମୟସୀମା ରଖାଯାଇଛି ।

କେବିସି ବହୁତ ଲୋକଙ୍କର ଜୀବନ ବଦଳେଇଦେଇଛି। ବହୁତ ଲୋକ ବହୁତ ଟଙ୍କା ଜିତିକି ଯାଇଛନ୍ତି । ତେଣୁ ଆପଣମାନଙ୍କ ମନରେ ନିଶ୍ଚୟ ଏ ପ୍ରଶ୍ନ ଉଠୁଥିବା ଯେ ଏତେ ଟଙ୍କା କୌଠୁ ଆସୁଛି । ଏଠାରେ ଆମେ କହିବୁ ଯେ ଏତେ ଟଙ୍କା କୌଠୁ ଆସୁଛି ଏବୋଂ କେମିତି ଆସୁଛି ।

ଏହି ଶୋ ରେ ଯେଉଁ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି ସେମାନେ ଜିତୁଥିବା ଟଙ୍କା ବିଜ୍ଞାପନ ମାଧ୍ୟମରୁ ଆସୁଛି । ସୋନୀ ଟିଭିରେ ଯେତେ ବିଜ୍ଞାପନ ଆସେ ସେଇ ଟଙ୍କାରୁ କେବିସି ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଏ ।

ଆପଣମାନେ ଜାଣିଛନ୍ତି କି କେବିସି ର କୋଟି କୋଟି ଟଙ୍କା କୋଉଠୁ ଆସୁଛି ?

ପଢନ୍ତୁ, କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟି-୨୦, ଡିସେମ୍ବର ୧୪ରୁ ଟିକେଟ ବିକ୍ରି ଆରମ୍ଭ । 

Related posts

ନିଜ ଓଠର ସୌନ୍ଦଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର

ENO Beuro

ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

ENO Beuro

Veteran Bollywood Actress Reema Lagoo Passed Away Following Cardiac Arrest

ENO Beuro

1 comment

Leave a Comment