News

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଛି

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା । ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିବା ଏହି ଉଦ୍ୟାନ ପର୍ଜ୍ୟଟକଙ୍କୁ ପୁଣି ଖୁସି କରିବା ପାଇଁ ବ୍ୟଗ୍ର ହେଇଉଠିଛି । ଖୋଲିବାର ପ୍ରଥମ ଦିନରେ ୬୭୫ ଜଣ ଭାରତୀୟ ଓ ଜଣେ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଯାଇଥିବା ଜଣାପଡ଼ିଛି  ।

ଚଳିତ ବର୍ଷ ବନ୍ୟା ଦ୍ୱାରା ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା କାଜିରଙ୍ଗା ଜାତୀୟ ଉଦ୍ୟାନ । ଏହି ବିପର୍ଯ୍ୟୟ ଯୋଗୁଁ ପଶୁପକ୍ଷୀଙ୍କ ଆଶ୍ରୟସ୍ଥଳ ନଷ୍ଟ ହୋଇଥିବା ବେଳେ ଅନେକ ପଶୁପକ୍ଷୀ ମୃତ୍ୟୁବରଣ କରିଥିଲେ  । ଏବେ ଆସାମର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପୁଣିଥରେ ଖୋଲିବା ପରେ ପର୍ଯ୍ୟଟକ ଆନନ୍ଦ ପ୍ରକାଶ କରିଛନ୍ତି  ।

ପୂର୍ବ ବର୍ଷ ଲକ୍ଷେ ସତୁରୀ ହଜାର ଭାରତୀୟ ଓ ୭ ହଜାରରୁ ଅଧିକ ବିଦେଶୀ ଭ୍ରମଣ ପାଇଁ ଆସିଥିଲେ  । ତେବେ ବନ୍ୟାରେ କ୍ଷତିଗ୍ରସ୍ତ ହେବା ସତ୍ୱେ ମଧ୍ୟ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଙ୍ଗଲ ବିଭାଗ ଅନୁମାନ କରିଛି  ।

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଛି

ଆଜି କୋର୍ଟରେ ହାଜର ହେବେ ରାମରହିମଙ୍କ ପୋଷ୍ୟା କନ୍ୟା ହନୀପ୍ରିତ

Related posts

ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହେଲେ ଭାରତୀୟ ଯବାନ!

ENO Beuro

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

ENO Beuro

ଦୁଇ ଦିନିଆ ରିମାଣ୍ଡରେ ଗଲେ ଫୟାଦ ରେହମାନ

ENO Beuro

Leave a Comment