POLITICALS

ନବୀନ-କେସିଆର ତୃତୀୟ ସାମ୍ମୁଖ୍ୟ ଆଲୋଚନା,ଦେଶରେ ପରିବର୍ତ୍ତନ ଜରୁରି

cm

‘କାଳିଆ’ ଯୋଜନାକୁ ପ୍ରଶଂସା

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପୁଣି ଜୋର ଧରିଛି ଫେଡେରାଲ୍ ଫ୍ରଣ୍ଟ ଚର୍ଚ୍ଚା। କେସିଆର୍‌ଙ୍କ ଏହି ଗସ୍ତକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି।

cm

କେସିଆର କହିଛନ୍ତି ଯେ ଦେଶରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଜାତୀୟ ସ୍ଵାର୍ଥ ପାଇଁ ସମଭାବାପନ୍ନ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ। ଏ ନେଇ ଆଞ୍ଚଳିକ ଦଳ ସହିତ ଆଲୋଚନା ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ। କଂଗ୍ରେସ ଓ ବିଜେପିର ବି ଟିମ୍ ଅଭିଯୋଗ ନେଇ ସାମ୍ବାଦିକଙ୍କ ପ୍ରଶ୍ନରର ଉତ୍ତରରେ କେସିଆର କହିଛନ୍ତି ଯେ ଆମେ କାହାର ଟିମ୍ ନୁହଁ, ଆମେ ଆମର ନିଜ ଟିମ୍।

ସୂଚନାଯୋଗ୍ୟ,ଆଜି କେସିଆର ପୁରୀ ଗସ୍ତ କରି ପ୍ରଭୁ ଶ୍ରୀଜଗନ୍ନ।ଥକୁ ଦର୍ଶନ କରିଛନ୍ତି । ଏହା ସହ କେ।ଣ।ର୍କ ମଧ୍ୟ ଯାଇଛନ୍ତି । ଏହ। ପରେ ପୁଣି ଥରେ ଭୁବନେଶ୍ୱର ଫେରି ମଧ୍ୟ।ହ୍ନ ଭେଜନ କରିବେ । ଏହ। ପରେ ସେ କେ।ଲକ।ତ। ଓ ଦିଲ୍ଲୀ ଅଭିମୁଖେ ଯ।ତ୍ର। କରିବାର କ।ର୍ଯ୍ୟକ୍ରମ ରହିଛି ।

ପଢନ୍ତୁ; ପ୍ରଚଣ୍ଡ ଶୀତ ଲହରୀରେ ଥରୁଛି ସାରା ଓଡିଶା

Related posts

ବିଦା ହେବେକି ନିରଞ୍ଜନ!!

Ratnamani Moharana

‘ବିଜେପି ହେବ ଭାରତୀୟ ଜୋକର ପାର୍ଟି’: ଅଭିଷେକ ବାନାର୍ଜୀ

Ratnamani Moharana

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ENO Beuro

Leave a Comment