Entertainment

ରିଲିଜ ହେଲା ‘କେଦାରନାଥ‘ଫିଲ୍ମର ପ୍ରଥମ ଟିଜର

kedarnath

ସୁଶାନ୍ତ ସିଂହ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କେଦାରନାଥର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଅଭିଷେକ କପୁରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର ୭ରେ ରିଲିଜ ହେବା। ଏହି ଫିଲ୍ମ ୪ପ୍ରତିଷ୍ଠିତ ଧାମ ମଧ୍ୟରୁ କେଦାରନାଥ ଧାମକୁ ନେଇ ପ୍ରସ୍ତୁତ କରାଯାଇଛି । ୧ମିନିଟ ୪୦ସେକେଣ୍ଡର ଭିଡିଓରେ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ।

kedarnath

ସୂଚନାଯୋଗ୍ୟ ,ଏହା ଡିସେମ୍ବର ୨୧ ତାରିଖରେ ରିଲିଜ୍‌ ହେବ ବୋଲି ପ୍ରଥମେ ଘୋଷଣା କରାଯାଇଥିଲା । କିନ୍ତୁ ପ୍ରଯୋଜିକା ପେରଣା ଅରୋରା ଓ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ମଧ୍ୟରେ ତୀବ୍ର ମତଭେଦ ହେବାପରେ ତାହା ଏହାପରେ ‘କେଦାରନାଥ୍‌’ର ରିଲିଜ୍‌କୁ ନେଇ ଅଚଳାବସ୍ଥା ଦେଖା ଦେଇଥିଲା। ଏବେ କିନ୍ତୁ ଜଣେ ପ୍ରଯୋଜକ ଏହି ଫିଲ୍ମର ନିର୍ମାଣ ଅଧିକାର କିଣିବା ପରେ ସବୁ ଠିକ୍‌ଠାକ୍‌ ହୋଇଯାଇଛି

ଏହି ଫିଲ୍ମର ନିର୍ଦ୍ଦେଶକ ଅଭିଷେକ କପୂର ଫିଲ୍ମ କେଦାରନାଥ‘କୁ ରୋନି ସ୍କୃବାଲା ଏବଂ ପ୍ରଜ୍ଞା କପୂର ମିଶି ପ୍ରଡ୍ୟୁସ କରିଛନ୍ତି । ଏବଂ ସାରା ଅଲ୍ଲୀ ଖାନ କରଣ ଜୋହର ଏବଂ ରୋହିତ ସେଟ୍ଟୀଙ୍କ ପ୍ରୋଜେକ୍ଟ ‘ସିମ୍ବା’ରେ ରଣବୀରଙ୍କ ବିପକ୍ଷରେ ସାଇନ କରିଥିଲେ।

ପଢନ୍ତୁ; ଆଜି ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ

Related posts

Ranjeet – Landa Villain || Special Interview || Jatra Duniya || Tulasi Gananatya

ENO Beuro

ଓଲିଉଡରେ କେଉଁ ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ସଫଳତା ମିଳିଥିଲା ଜାଣନ୍ତୁ

ENO Beuro

ଏହି ଅଭିନେତ୍ରୀଙ୍କ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

ENO Beuro

Leave a Comment