Loading...

ଦୀର୍ଘ ୬ ମାସ ପରେ ଆସନ୍ତା ୨୫ରୁ ଖୋଲିବ କେଦାରନାଥ

ଦୀର୍ଘ ୬ ମାସ ପରେ ଆସନ୍ତା ୨୫ରୁ ଖୋଲିବ କେଦାରନାଥ

ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ଧାମ । ଆସନ୍ତା ୨୫ରୁ ଖୋଲିବ କେଦାରନାଥ। ଶ୍ରଦ୍ଧାଳୁମାନେ ପଦଯାତ୍ରା ସହ ହେଲିକପ୍ଟର ଯୋଗେ ମଧ୍ୟ କେଦାରନାଥ ପହଞ୍ଚିପାରିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ଧାମ । ଆସନ୍ତା ୨୫ରୁ ଖୋଲିବ କେଦାରନାଥ। ଶ୍ରଦ୍ଧାଳୁମାନେ ପଦଯାତ୍ରା ସହ ହେଲିକପ୍ଟର ଯୋଗେ ମଧ୍ୟ କେଦାରନାଥ ପହଞ୍ଚିପାରିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁସାରେ, ପ୍ରବଳ ଶୀତ କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା ।ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ହେଲିକପ୍ଟର ଯୋଗେ କେଦାରନାଥ ଧାମକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ IRCTC ପକ୍ଷରୁ ଅନଲାଇନ ବୁକିଂର ବ୍ୟବସ୍ଥା କରାଯାଇଛି    

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.