VASTU

ପ୍ରେମ ଏବଂ ନିବିଡତା ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି କି? ତେବେ ଘରର ଏହି ସ୍ଥାନରେ ରଖନ୍ତୁ ଲାଫିଂ ବୁଦ୍ଧା ମୂର୍ତ୍ତି !

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଂ ବୁଦ୍ଧା ଶୁଭ ଏବଂ ଧନ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ। ଲାଫିଂ ବୁଦ୍ଧା ମୂର୍ତ୍ତି ଘରର କେଉଁ ସ୍ଥାନରେ ରଖିଲେ ଶୁଭଫଳ ମିଳିଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଯଦି ଆପଣ ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ଚାହୁଁଚନ୍ତି ତେବେ ଦକ୍ଷିଣ ପୂର୍ବ ଦିଗରେ ମୂର୍ତ୍ତି ରଖନ୍ତୁ। ଏହା କରିବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଘରେ ଧନ ଏବଂ ସୁଖ ବାସ କରିଥାଏ।
  • ଲାଫିଂ ବୁଦ୍ଧା ମୂର୍ତ୍ତି ଘରର ପ୍ରବେଶ ଦ୍ଵାରରେ ରଖିବା ଦ୍ୱାରା ଧନ ସମୃଦ୍ଧିକୁ ଆକର୍ଷଣ କରିବ ବୋଲି ମାନ୍ୟତା ରହିଛି ।ମାତ୍ର ଭୂଲରେ ବି ରୋଷେଇ ଘରେ କିମ୍ବା ବାଥରୁମରେ ଲାଫିଂ ବୁଦ୍ଧା ରଖନ୍ତୁ ନାହିଁ ଏହା ଅଶୁଭ ଅଟେ। ଯାହା ଦ୍ଵାରା ଗୃହକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
  • ଘର କିମ୍ବା ଅଫିସର ଏଭଳି ସ୍ଥାନରେ ଲାଫିଂ ବୁଦ୍ଧା ରଖନ୍ତୁ ଯେଉଁଠାରୁ ବୁଦ୍ଧା ଏବଂ ଆପଣଙ୍କ ନଜର ଦ୍ୱୟ ବରାବର ରହିବ ଏବଂ ଘରେ କିମ୍ବା ଅଫିସରେ ପ୍ରବେଶ କରିବା ମାତ୍ରେ ଆପଣଙ୍କ ନଜର ଏହା ଉପରେ ପଡିବା ଶୁଭ ଅଟେ।
  • ଲାଫିଂ ବୁଦ୍ଧା ମୂର୍ତ୍ତିକୁ ଘରର ପୂର୍ବ ଦିଗରେ ରଖନ୍ତୁ,ଏହାଦ୍ଵାରା ଆପଣଙ୍କ ପରିବାର ମଧ୍ୟରେ ପ୍ରେମ ଏବଂ ନିବିଡତା ବୃଦ୍ଧି ହୋଇଥାଏ।

ପଢନ୍ତୁ; ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା!

Related posts

କରନ୍ତୁ ଏହି ଏକାଦଶୀ ବ୍ରତ ,ମିଳିବ ଅନେକପ୍ରକାର ସୁଫଳ

ENO Beuro

ବିବାହରେ କୁଣ୍ଡୁଳି ଦେଖିବା ପୂର୍ବରୁ ଦେଖନ୍ତୁ ଝିଅର ଆଙ୍ଗୁଳି , ଜାଣନ୍ତୁ କାରଣ କ’ଣ ?

ENO Beuro

କାଉର କେଉଁ ସଂକେତକୁ ଶୁଭ ଓ କେଉଁ ସଂକେତକୁ ଅଶୁଭ ମାନାଯାଏ ଜାଣନ୍ତୁ

ENO Beuro

Leave a Comment