ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଭାରତର ପ୍ରାଚୀନ ଇତିହାସରେ ବାସ୍ତୁ ଶାସ୍ତ୍ରର ବିଶେଷ ଯୋଗଦାନ ରହିଛି। ପୁରାତନ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ବହୁତ ଗୁରୁତ୍ୱ ମାନା ଯାଇଛି।
ଭାରତର ପ୍ରାଚୀନ ଇତିହାସରେ ବାସ୍ତୁ ଶାସ୍ତ୍ରର ବିଶେଷ ଯୋଗଦାନ ରହିଛି। ପୁରାତନ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ବହୁତ ଗୁରୁତ୍ୱ ମାନା ଯାଇଛି। କହିବାକୁ ଗଲେ ଘରର ପ୍ରତ୍ୟେକ ଜିନିଷ ବାସ୍ତୁ ଅନୁସାରେ ସଠିକ ସ୍ଥାନରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରର ସବୁ ଜିନିଷ ଯଦି ସଠିକ ଭାବରେ ଓ ସଠିକ ସ୍ଥାନରେ ନରହେ, ତାହେଲେ ଘରର ସମସ୍ତ ସୁଖଶାନ୍ତି ନଷ୍ଟ ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ଦିଗ ଆଡ଼କୁ ସୋଫା ରଖିଲେ, ଶୁଭ ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
Table of contents [Show]
ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦୁଆର ଉତ୍ତର ଦିଗ ଆଡକୁ ରହିଛି, ତାହେଲେ ଆପଣ ନିଜ ଡ୍ରଇଂ ରୁମରେ ସୋଫା ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଉଚିତ। ଏଭଳି କରିବା ଦ୍ଵାରା ଘରର ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।
ଆଜିକାଲି ଲୋକେ ନିଜ ଘର ଭିତର ସାଜସଜ୍ଜାକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ରଂଗର ଓ ଆକାରର ସୋଫା ଚୟନ କରିଥାନ୍ତି। ଯଦି ଆପଣଙ୍କ ଘରେ L ଆକାରର ସୋଫା ରହିଛି, ତାହେଲେ ତାକୁ ଏପରି ଭାବରେ ରଖନ୍ତୁ, ଯେପରି ସୋଫାର ଗୋଟିଏ ଭାଗ ପଶ୍ଚିମ ଦିଗ ଓ ଅନ୍ୟ ଭାଗ ଦକ୍ଷିଣ ଦିଗକୁ ଆଡ଼କୁ ରହିବ। ଯାହାଦ୍ଵାରା ଏହି ସୋଫା ଉପରେ ବସୁଥିବା ବ୍ୟକ୍ତିର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବ।
ଯଦି ଆପଣଙ୍କ ଘରର ମୁଖ୍ୟ ଦୁଆର ପଶ୍ଚିମ ଦିଗ ଆଡ଼କୁ ରହିଥିବ, ତାହେଲେ ବାସ୍ତୁ ଅନୁସାରେ ଆପଣ ସୋଫା ସେଟ ଘରର ନୈରୁତ କୋଣରେ ରଖିବା ଉଚିତ। କାରଣ ଏହି ଦିଗରେ ସୋଫା ନ ରଖିଲେ ଘରେ ଦାରିଦ୍ର୍ୟତା ବଡ଼ କରିଥାଏ।
ଘରର ଡ୍ରଇଂ ରୁମରେ ସୋଫା ସେଟ ଦକ୍ଷିଣ-ର୍ପୂବ ଦିଗରେ ରଖିବା ବହୁତ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିଗରେ ସୋଫା ରଖିବା ଦ୍ୱାରା ପରିବାର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଉତ୍ତମ ତାଳମେଳ ରହିଥାଏ ଏବଂ ଘରେ ସୁଖଶାନ୍ତି ବିରାଜମାନ କରିଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।