ଜାଣନ୍ତୁ ବାସ୍ତୁ ଅନୁସାରେ ଦିଆସିଲି ରଖିବାର ସଠିକ ଜାଗା
ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ।
Loading...
ଅନେକ ସମୟରେ ଆମ ଜୀବନରେ ଲଗାତାର ଭାବେ କିଛି ସମସ୍ୟା ଆସିଥାଏ, ଯାହାର ମୁଖ୍ୟ କାରଣ ମଧ୍ୟ ଆମକୁ ଜଣାପଡ଼େ ନାହିଁ।
ଅନେକ ସମୟରେ ଆମ ଜୀବନରେ ଲଗାତାର ଭାବେ କିଛି ସମସ୍ୟା ଆସିଥାଏ, ଯାହାର ମୁଖ୍ୟ କାରଣ ମଧ୍ୟ ଆମକୁ ଜଣାପଡ଼େ ନାହିଁ। ଆଉ ଯେତେ ଚେଷ୍ଟା କଲେ ମଧ୍ୟ ସେ ସମସ୍ୟା ଦୂର ହୁଏ ନାହିଁ ବରଂ ବଢ଼ିଚାଲେ। ଏପରି କ୍ଷେତ୍ରରେ ଆପଣ ବାସ୍ତୁଶାସ୍ତ୍ରର ସାହାରା ନେଇପାରିବେ। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବତାଇବୁ ଯାହାକୁ ଆପଣ ରାତିରେ ଶୋଇବାବେଳେ ଆପଣାଇଲେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ।
୧) କୁହାଯାଏ ଯେ ରାତିରେ ଶୋଇବାବେଳେ ତକିଆ ତଳେ ଗୀତା କିମ୍ବା ସୁନ୍ଦରାକାଣ୍ଡ ରଖି ଶୋଇଲେ ଭଲ ନିଦ ହୁଏ। ଏହାଦ୍ୱାରା ଆପଣ ନିଜ କାର୍ଯ୍ୟରେ ପ୍ରଗତି କରିବେ ଓ କର୍ମ କ୍ଷେତ୍ରରେ ସଫଳତା ପାଇବେ।
୨) ବାସ୍ତୁଶାସ୍ତ୍ର ଅନୁଯାୟୀ ତକିଆ ତଳେ ମୂଳା ରଖି ରାତିରେ ଶୋଇଲେ ଓ ଏହାକୁ ପରଦିନ ସକାଳେ ଶିବଲିଙ୍ଗ ଉପରେ ଚଢ଼ାଇଲେ ରାହୁ ଦୋଷ ଦୂର ହୋଇଥାଏ।
୩) ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହୁନାହିଁ ତେବେ ପ୍ରତି ମଙ୍ଗଳବାର ରାତିରେ କିଛି ମୁଗଡାଲିକୁ ଏକ ନୀଳ ରଙ୍ଗର କପଡ଼ାରେ ବାନ୍ଧି ତକିଆ ତଳେ ରଖନ୍ତୁ। ପରଦିନ ଏହି କପଡ଼ାକୁ କୌଣସି ଝିଅଙ୍କୁ ଦାନ କରିଦିଅନ୍ତୁ କିମ୍ବା ପାଖରେ ଥିବା ଦୁର୍ଗା ମନ୍ଦିରରେ ରଖିଦିଅନ୍ତୁ। ଦେଖିବେ ଏହି ଉପାୟ କରିବା ପରେ କେମିତି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହେବ ଓ ଆୟ ମଧ୍ୟ ବଢ଼ିବ।
୪) ରାତିରେ ଶୋଇବା ପରେ ତମ୍ବା ବାସନରେ ପାଣି ରଖି ଶୁଅନ୍ତୁ। ପରଦିନ ସକାଳେ ଉଠି ସେହି ପାଣିରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ଆପଣଙ୍କ ଦିନଟି ଭଲରେ କଟିବ ଓ ସମସ୍ତ କାମ ସୁରୁଖୁରୁରେ ହୋଇଯିବ।
୫) କୁଣ୍ଡଳୀରେ ଗୁରୁ ଦୋଷ ଭୋଗୁଥିଲେ ତକିଆ ତଳେ ଏକ କପଡ଼ାରେ ଗୋଟା ହଳଦୀକୁ ବାନ୍ଧି ରଖିଦିଅନ୍ତୁ। ହଳଦୀ ଗୁରୁଦୋଷ ପ୍ରଭାବ ଦୂର କରିବାରେ ସହାୟକ ହୋଇଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ।
ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ ଯାହା ବିଷୟରେ ଆପଣଙ୍କୁ ପଢିବା ଦରକାର ଏବଂ ଏହା ପରେ ଆପଣ ନିଜେ ତମ୍ବାର ମୁଦି ପିନ୍ଧିବା ଆରମ୍ଭ କରିଦେବେ ।
ଯଦି ଆପଣଙ୍କ ଘରେ କାହାକୁ ମାନସିକ ଯନ୍ତ୍ରଣା ଅଛି ତ ତାଙ୍କୁ ବି ସେହି ରୁମ ରେ ପ୍ରବେଶ କରନ୍ତୁ ଯାହାଦ୍ୱାରା କି ସେମାନେ ବି ମାନସିକ ଯନ୍ତ୍ରଣା ରୁ ମୁକ୍ତ ରହିବେ।