Loading...

ୱାନ୍ ନେସନ୍ ୱାନ୍ ଇଲେକ୍ସନ ନୁହେଁ ଗୋଟିଏ ଦେଶ,ଗୋଟିଏ ଶିକ୍ଷା ଓ ଗୋଟିଏ ସ୍ୱାସ୍ଥ୍ୟସେବା ହେବା ଉଚିତ

ୱାନ୍ ନେସନ୍ ୱାନ୍ ଇଲେକ୍ସନ ନୁହେଁ ଗୋଟିଏ ଦେଶ,ଗୋଟିଏ ଶିକ୍ଷା ଓ ଗୋଟିଏ ସ୍ୱାସ୍ଥ୍ୟସେବା ହେବା ଉଚିତ

ମୋଦୀ ୱାନ୍ ନେସନ୍ ୱାନ୍ ଇଲେକ୍ସନ ନକରି ବରଂ ଗୋଟିଏ ଦେଶ, ଗୋଟିଏ ଶିକ୍ଷା , ଗୋଟିଏ ଦେଶ ଗୋଟିଏ ସ୍ୱାସ୍ଥ୍ୟସେବା କରିଥିଲେ ଭଲ ହୋଇଥାନ୍ତା ।

ମୋଦୀ ୱାନ୍ ନେସନ୍ ୱାନ୍ ଇଲେକ୍ସନ ନକରି ବରଂ ଗୋଟିଏ ଦେଶ, ଗୋଟିଏ ଶିକ୍ଷା , ଗୋଟିଏ ଦେଶ ଗୋଟିଏ ସ୍ୱାସ୍ଥ୍ୟସେବା କରିଥିଲେ ଭଲ ହୋଇଥାନ୍ତା ।‘ୱାନ୍ ନେସନ୍ ୱାନ୍ ଇଲ୍କେ୍ସନ୍’କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯଦି ଦେଶରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଲାଗୁ ହୁଏ ଆଗକୁ ଏଲପିଜି ସିଲିଣ୍ଡର ପିଛା ୫୦୦୦ ଟଙ୍କା ଟମାଟୋ କିଲୋକୁ ୧୫୦୦ ଟଙ୍କାରେ ବିକ୍ରି ହେବ । ତେଣୁ ମୋ ମତରେ ଦେଶରେ ଗୋଟିଏ ନୁହେଁ ବରଂ ୨୦ ନିର୍ବାଚନ ହେବା ଉଚିତ । ପ୍ରତି ୩ ମାସରେ ଥରେ ନିର୍ବାଚନ ହେବା ଉଚିତ, ଫଳରେ ସରକାରଙ୍କୁ ଲୋକଙ୍କ ପାଖକୁ ଯିବାକୁ ପଡିବ’ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.