EnewsOdia.Com

ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ କେଜ୍ରିୱାଲ

ଦିଲ୍ଲୀର ନୂତନ ସରକାର ତାଙ୍କର କାର୍ଯ୍ୟଭାର ସମ୍ଭାଳିବା ପୂରା ଆକ୍ସନ ମୁଡ୍ କୁ ଆସିଛନ୍ତି । ଏବେ କେଜ୍ରିୱାଲଙ୍କ ଫୋକସ ରହିଛି ନିର୍ବାଚନ ସମୟରେ ଜାରି କରିଥିବାେ ଗାରେଣ୍ଟି କାର୍ଡ ଉପରେ । ସେଥିପାଇଁ ସେ ବୁଧବାର ଏକ ଉତ୍ତସ୍ତରୀୟ ବୈଠକ ଡକାଇଛନ୍ତି ।ଏଥିରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦିଆଯାଇଥିବା ୧୦ ଗାରେଣ୍ଟି କାର୍ଡ ଉପରେ ଚର୍ଚ୍ଚା ହେବ । ଛାତ୍ର-ଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା, ୨୪ ଘଣ୍ଟିଆ ପାଣି ଯୋଗାଣ, ଯମୁନା ନଦୀ ସଫେଇ ଏବଂ ମହିଳା ସୁରକ୍ଷା ଉପରେ ଫୋକସ ରହିବ ।

ପ୍ରକୃତରେ ଦିଲ୍ଲୀ ନିର୍ବାଚନ ସମୟରେ ଅରବିନ୍ଦ କେଜ୍ରିୱାଲ ୧୦ ଟି ଗାରେଣ୍ଟି କାର୍ଡ ଜାରି କରିଥିଲେ । ସେ କହିଥିଲେ କି ଯଦି ପୁର୍ନବାର ସରକାର ଗଠନ ହୁଏ ତେବେ ଜାରି କରାଯାଇଥିବା ଏହି ୧୦ଟି ଗାରେଣ୍ଟି କାର୍ଡ ଉପରେ କାର୍ଯ୍ୟକାରୀ କରାଯିବ ।

ପଢନ୍ତୁ: ବନ୍ଦ ହେବ IDEA ଓ ଭୋଡାଫୋନ୍‌!

ସମ୍ବନ୍ଧିତ ଖବର

କାହା ପାଇଁ ପ୍ରସ୍ତୁତ ହେଉଛି ଫାଶୀ ଦଉଡି !

Ratnamani Maharana

ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

Ratnamani Maharana

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

Ratnamani Maharana

ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ

Ratnamani Maharana

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana