Entertainment

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର

keshari

‘କେଶରୀ’ର ଟ୍ରେଲର ରିଲିଜ

ରିଲିଜ ହେଲା ବଲିଉଡର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ଅକ୍ଷୟ କୁମାର ଏକ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି। ତାଙ୍କ ବିପକ୍ଷରେ ନଜର ଆସିବେ ପରିଣିତି ଚୋପ୍ରା। ଏହି ଫିଲ୍ମଟି ଏକ ପିରିୟଡ ଡ୍ରାମା । ଏହି ଫିଲ୍ମ ଲେଖିଛନ୍ତି ଗିରିଶ କୋହିଲ ଏବଂ ଅନୁରାଗ ସିଂହ।

ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଅଟେ । ତେବେ ସମସ୍ତେ ଏହି ଫିଲ୍ମକୁ ନେଇ ଅପେକ୍ଷାରେ ଅଛନ୍ତି ଯେ ଏହା କେବେ ପରଦାକୁ ଆସୁଛି ।

ସୂଚନାଯୋଗ୍ୟ,୧୮୯୭ରେ ସାରାଗଢୀରେ ହୋଇଥିବା ଲଢେଇ ଉପରେ ଆଧାରିତ ହୋଇଛି । ବ୍ରିଟିଶ ଭାରତୀୟ ସେନାର ୨୧ ଶିଖ ଯବାନ ୧୦ ହଜାର ଆଫଗାନୀ ସୈନିକଙ୍କ ସହ ଲଢେଇ କରିଥିଲେ। ଏହା ଇତିହାସର ସବୁଠାରୁ ମୁସ୍କିଲ ଲଢେଇ ବୋଲି କୁହାଯାଏ ।

ମାର୍ଚ୍ଚ ୨୧ରେ କେଶରି ରିଲିଜ ହେବାକୁ ଯାଉଛି। ଅନୁରାଗ ସିଂହଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମାଣ କରାଯାଇଛି।

ପଢନ୍ତୁ; ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟାଙ୍କ ପରଲୋକ

Related posts

ବ୍ୟବସାୟୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ : ଅଭିନେତ୍ରୀ ଜୀନତ ଅମାନ୍‌

ENO Beuro

ପ୍ରେମ ବନ୍ଧନରେ ଅଭିଷେକ ଓ ଅନନ୍ୟା

ENO Beuro

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

ENO Beuro

Leave a Comment