ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି ।
ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି । ନିଜ ଟ୍ଵିଟର ପେଜରେ ମୋଦିଙ୍କୁ ଅନୁରୋଧ କରିଥିଲେ ପିଟରସନ୍ ଯାହା ବେଶ ଭାଇରଲ ହୋଇଥିଲା । ଭାରତରେ ନିଜର ପାନ୍ କାର୍ଡ ହଜାଇଥିବା ଯୋଗୁଁ ଟ୍ଵିଟ କରିଛନ୍ତି । ପାନ୍ କାର୍ଡ ଖୋଜିଦେବା ପାଇଁ ସମଗ୍ର ଭାରତବାସୀଙ୍କୁ ନିବେଦନ କରିଛନ୍ତି । ଏହା ସହିତ ଏହି ପୋଷ୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।
ଉଭୟ ହିନ୍ଦି ଏବଂ ଇଂରାଜୀ ଭାଷାରେ ପିଟରସନ୍ ଟ୍ୱିଟ୍ କରିଥିଲେ । ଟ୍ଵିଟ୍ କରି ଲେଖିଛନ୍ତି ‘ ଭାରତ ବାସୀ ଆପଣଙ୍କୁ ମୋର ଅନୁରୋଧ ଆପଣ ମୋର ପାନ୍ କାର୍ଡ ଖୋଜି ଦିଅନ୍ତୁ । ଏହା ସହିତ କିଭଳି ଆଉ ଏକ ପାନ କାର୍ଡ ଆପ୍ଲାଏ କରି ପାରିବେ ସେ ନେଇ ମଧ୍ୟ ପିଟରସନ୍ ଲେଖିଛନ୍ତି । ଏହି ଟ୍ୱିଟର ଜବାବ ରଖିଥିଲା ଆୟକର ବିଭାଗ । ନିଜର ପାନ୍କାର୍ଡ ଡିଟେଲ୍ସ ଆପଣ ଆମକୁ ମେସେଜ କଲେ ଆମେ ଏହାକୁ ପ୍ରିଣ୍ଟ କରିପାରିବ । ସୂଚନାଯୋଗ୍ୟ, ଏବେ ପିଟରସନ କମେଣ୍ଟ୍ରି ଯୋଗୁଁ ଅଧିକାଂଶ ସମୟ ଭାରତରେ ରହୁଛନ୍ତି। ଏହାଛଡା ଆସାମରେ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।