EnewsOdia.Com

ସୁଲେମାନିଙ୍କ ହତ୍ୟା ପ୍ରତିଶୋଧ ନେବ ଇରାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାକରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଗତକାଲି ବିଳମ୍ୱିତ ରାତିରେ ଆମେରିକା ସେନା ଅତର୍କିତ ଭାବରେ ବାଗ୍‌ଦାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ଆମେରିକାକୁ କଡ଼ା ଚେତାବନୀ ଦେବା ସହିତ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଆଜି ଧମକ ଦେଇଛନ୍ତି ଇରାନ୍‌ର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଅଲି ଖାମିନି।

penci_related_posts taxonomies=”undefined” title=” ଆହୁରି ପଢନ୍ତୁ ” background=”” border=”” thumbright=”yes” number=”2″ style=”grid” align=”none” displayby=”cat” orderby=”random”]

କାଶିମ ସୁଲେମାନିଙ୍କ ମୃତ୍ୟୁର ଉପଲକ୍ଷ ଦେଇ ଖାମିନି ଟୁଇଟ୍‌ କରିଛନ୍ତି: ବିଗତ ବର୍ଷମାନଙ୍କରେ ଅବିଶ୍ରାନ୍ତ ଉଦ୍ୟମ ଲାଗି ସେ ସହିଦ ହୋଇଛନ୍ତି। ତାଙ୍କ ମୃତ୍ୟୁ ନିମନ୍ତେ ତିନି ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଖାମିନି ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି: ସେ ଚାଲି ଯାଇଥିଲେ ବି ତାଙ୍କ କାର୍ଯ୍ୟ ଓ ଧାରା ବନ୍ଦ ହେବ ନାହିଁ। ଗତରାତିର ଘଟଣାରେ ତାଙ୍କର ଏବଂ ଅନ୍ୟ ସହିଦମାନଙ୍କର ରକ୍ତରେ ନିଜର ହାତକୁ ରକ୍ତରଞ୍ଜିତ କରିଥିବା ଅପରାଧୀମାନଙ୍କ ଉପରେ ଭୟାନକ ପ୍ରତିଶୋଧ ନିଆଯିବ। ଦ୍ୱିଗୁଣ ବେଗରେ ଜିହାଦ ଚାଲିବ ବୋଲି ସମସ୍ତ ଶତ୍ରୁ ଜାଣିବା ଉଚିତ। ଏହି ପବିତ୍ର ଯୁଦ୍ଧରେ ଲଢୁଆମାନଙ୍କର ନିଶ୍ଚୟ ବିଜୟ ହେବ।

ପଢନ୍ତୁ: CBSE ର ନିର୍ଦେଶ ୭୫% ରୁ କମ ଉପସ୍ଥାପନା ରହୁଥିବା ପିଲାମାନେ ଦେଇପାରିବେନି ବୋର୍ଡ ପରୀକ୍ଷା

ସମ୍ବନ୍ଧିତ ଖବର

କାରୋନା ପାଇଁ ମକ୍କା ମଦିନା ଯାତ୍ରା ଉପରେ ରୋକ ଲଗାଇଲା ସାଉଦି ଆରବ

Ratnamani Maharana

କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ

Ratnamani Maharana

ଓଭରୱେଟ ଯୋଗୁ ଉଡ଼ିପାରୁ ନ ଥିଲା ପେଚା, ଦୁଇ ସପ୍ତାହ Dietରେ ରହିଲା

Ratnamani Maharana

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

Ratnamani Maharana

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

Ratnamani Maharana