Entertainment

ଜାହ୍ନବୀଙ୍କ ପରେ ଏବେ ଖୁସି ଏହି ସୁପରଷ୍ଟାରଙ୍କ ପୁଅ ସହିତ ବଲିଉଡରେ କରିବେ ଡେବ୍ୟୁ

ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁର କରନ୍‌ ଜୋହରଙ୍କ ପ୍ରଯୋଜିତ ‘ଧଡକ୍‌’ରେ ପ୍ରବେଶ କରିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଇଶାନ୍‌ ଖଟ୍ଟର। ଉଭୟ ତରୁଣ କଳାକାର ଦର୍ଶକଙ୍କ ଉପରେ ପ୍ରଭାବ ପକାଇପାରିଥିଲେ। ତେବେ ଜାହ୍ନବୀଙ୍କ ସାନଭଉଣୀ ଖୁସୀ ମଧ୍ୟ ଫିଲ୍ମରେ ପ୍ରଥମ କରି ଅଭିନୟ କରିବାକୁ ଆଶା ରଖିଥିବା ଆଲୋଚନା ହେଉଛି।

khusi ଜାହ୍ନବୀ ଜାହ୍ନବୀଙ୍କ ପରେ ଏବେ ଖୁସି ଏହି ସୁପରଷ୍ଟାରଙ୍କ ପୁଅ ସହିତ ବଲିଉଡରେ କରିବେ ଡେବ୍ୟୁ khusi

ସୂଚନା ଅନୁଯାୟୀ କରନ ଜୋହର ଖୁସି ଓ ଆୟନଙ୍କୁ ଏକା ସାଥିରେ ଲଞ୍ଚ କରିବେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ସେ ଉଭୟ ଆୟନ ଓ ଖୁସିଙ୍କୁ ଗ୍ରୁମିଙ୍ଗ ଟିପ୍ସ ମଧ୍ୟ ଦେଉଛନ୍ତି । ଏଇ କିଛି ଦିନ ହେବ ଖୁସି ଦିନକୁ ଦିନ ଅଧିକ ଗ୍ଲାମର୍ସ ଦେଖାଯାଉଛନ୍ତି । । ଅନ୍ୟ ଅର୍ଥରେ କୁହାଯାଇ ପାରିବଯେଏହା କରନ ଜୋହରଙ୍କ କମାଲ । ବୋନି କପୁରଙ୍କ ତରଫରୁ ମଧ୍ୟ ଖୁସିଙ୍କୁ ବଲିଉଡରେ ଏଣ୍ଟି କରିବା ପାଇଁ ସ୍ୱୀକୃତି ମିଳି ସାରିଛି ।

ବୋନିଙ୍କ କହିବାନୁସାରେ ଯଦି, ଖୁସି କରନ ଜୋହରଙ୍କ ସହ ଡେବ୍ୟୁ କରିବେ ସେ ମଧ୍ୟ ଜାହ୍ନବୀଙ୍କ ଭଳି ସଫଳତା ହାସଲ କରିପାରିବେ । ଏଥିପାଇଁ ସେ ଖୁସିର ବଲିଉଡରେ ଡେବ୍ୟୁ କରିବାର ଦାୟିତ୍ୱ କରନଙ୍କ ଉପରେ ନ୍ୟସ୍ତ କରିଛନ୍ତି।

ପଢନ୍ତୁ;ମହାନଦୀରେ ଆସୁଛି ବନ୍ୟା,ହୀରାକୁଦ ଖୋଲିଲା ୨୫ ଗେଟ୍‌

Related posts

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

ENO Beuro

୨୫ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ଙ୍କୁ ବିଭାହ କଲେ ମିଲିନ୍ଦ ସୋମନ୍‌ !

ENO Beuro

ମହାଭାରତର ସିରିଜ୍ ପାଇଁ ହେବ ୧୦୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ,ସହ ନିର୍ମାତା ହେବେ ମୁକେଶ ଅମ୍ବାନୀ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More