କିଡ଼ନୀ ଷ୍ଟୋନ ସମସ୍ୟାର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣନ୍ତୁ

କିଡ଼ନୀ ସମସ୍ୟାର ମୁଖ୍ୟ କାରଣ ହେଉଛି କିଡନୀରେ ହାଇଡ୍ରୋକ୍ଲୋରିକ, ସୋଡିୟମ ଜମିଯିବା, ପାଣି କମ ପିଇବା, ବ୍ୟାୟାମ ନକରିବା,  ଖାଦ୍ୟପେୟର ଅନିୟମିତତା ଆଦି କାରଣରୁ କିଡ଼ନୀ ଷ୍ଟୋନ ହେଇଥାଏ । ତେଣୁ ଏହାର ଚିକିସ୍ଛା ନିହାତି ଆବଶ୍ୟକ ।

କିଡ଼ନୀ ଷ୍ଟୋନ ର ଲକ୍ଷଣ:

  • କିଡନୀରେ  ଷ୍ଟୋନ ହେଇଥିଲେ ପ୍ରାଥମିକ ଲକ୍ଷଣଗୁଡିକ କ’ଣ ଦେଖାଯାଏ ଜାଣନ୍ତୁ।
  • ବାରମ୍ବାର ପେଟ କଡରେ ଯନ୍ତ୍ରଣା ଓ ଦରଜ।
  • ତଳିପେଟ ଓ ପାଦ ଗଣ୍ଠିରେ ଦରଜ ଅନୁଭବ ହେବା।
  • ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା କରିବା ସମୟରେ ଅସହ୍ୟ ଯନ୍ତ୍ରଣା, ରକ୍ତ ପଡିବା ।
  • ବାରମ୍ବାର ବାନ୍ତି ହେବା ଓ ଜିଭରେ ସ୍ଵାଦ ନାଲାଗିବା।

କିଡ଼ନୀ ଷ୍ଟୋନ ର ପ୍ରତିକାର:

  • ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ଷ୍ଟୋନ ପରିସ୍ରା ଦ୍ଵାରା ବାହାରିଯିବ।
  • କୋଳଥ ଡାଲି ଷ୍ଟୋନ ଦୂର କରିବା ପାଇଁ ଉତ୍ତମ ଔଷଧ। ରାତିସାରା ଏହାକୁ ଭିଯାଇ ସକାଳୁ ଖାଲି ପେଟରେ ପିଅନ୍ତୁ କିମ୍ବା ଭିଜା କୋଳଥକୁ ଚୋବାଇ ଖାଇ ପାଣି ପିଅନ୍ତୁ। ଏହାଦ୍ଵାରା ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳେ।
  • ପିଆଜ ରସ ଦ୍ଵାରା ମଧ୍ୟ ଷ୍ଟୋନ ଦୂର ହୁଏ। ଦୁଇଟି ପିଆଜ କୁ କାଟି ୧୦ ମିନିଟ ପର୍ଯ୍ୟନ୍ତ ପାଣିରେ ଫୁଟାନ୍ତୁ ଓ ଥଣ୍ଡାକରି ଦିନକୁ ତିନିଥର ଏହି ପାଣି ପିଅନ୍ତୁ।
  • ୨୦୦ ଗ୍ରାମ ଯଅ କୁ କୁଟି ୩ ଲିଟର ପାଣିରେ ରାତିସାରା ଭିଜାନ୍ତୁ। ସକାଳୁ ଏହାକୁ ଛାଣି କ୍ଷାଳିପେଟରେ ପିଅନ୍ତୁ। ଏହାଦ୍ୱାରା ଷ୍ଟୋନ ସମସ୍ୟା ଦୂର ହେଇଥାଏ।

କିଡ଼ନୀ ଷ୍ଟୋନ ସମସ୍ୟାର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣନ୍ତୁ

୧୦ ମିନିଟ ର କଠିନ ବ୍ୟାୟାମରେ କଣ ହୁଏ ଜାଣନ୍ତୁ

କିଡନୀରେ  ଷ୍ଟୋନ ହେଇଥିଲେ ପ୍ରାଥମିକ ଲକ୍ଷଣଗୁଡିକ କ’ଣ ଦେଖାଯାଏ ଜାଣନ୍ତୁ। - 4.5

89%

ବାରମ୍ବାର ବାନ୍ତି ହେବା ଓ ଜିଭରେ ସ୍ଵାଦ ନାଲାଗିବା। - 4.2

83%
4.3/5

Very Good!

କିଡ଼ନୀ ଷ୍ଟୋନ ସମସ୍ୟାର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣନ୍ତୁ

କିଡ଼ନୀ ସମସ୍ୟାର ମୁଖ୍ୟ କାରଣ ହେଉଛି କିଡନୀରେ ହାଇଡ୍ରୋକ୍ଲୋରିକ, ସୋଡିୟମ ଜମିଯିବା, ପାଣି କମ ପିଇବା, ବ୍ୟାୟାମ ନକରିବା,  ଖାଦ୍ୟପେୟର ଅନିୟମିତତା ଆଦି କାରଣରୁ କିଡ଼ନୀ ଷ୍ଟୋନ ହେଇଥାଏ । ତେଣୁ ଏହାର ଚିକିସ୍ଛା ନିହାତି ଆବଶ୍ୟକ ।

No Votes Yet

You're not rated yet