ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ପୂର୍ବରୁ ବଲିଉଡ଼ ଗୀତ ଗାଇ ଓ ଲିପସିଙ୍କ କରି ଭାରତୀୟ ଫ୍ଯାନମାନଙ୍କ ପ୍ରଶଂସା ଆପଣେଇଥିବା କିଲି-ନୀମା ପୁଣି ଓଡ଼ିଆ ଦର୍ଶକମାନଙ୍କ ହୃଦୟରେ ଜାଗା ସୃଷ୍ଟି କରିଛନ୍ତି । ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ଗୀତ ଭଲ ପାଉଛି ତତେ ମୁଁ...ଗାଇ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ସୋସିଆଲ ମିଡ଼ିଆ ସେନସେସନ ପାଲଟିଥିବା ତାଞ୍ଜାନିଆର ଭାଇ-ଭଉଣୀ ଯୋଡି କିଲି-ନୀମା (Kili paul-Neema paul) ପୁଣି ଥରି ଚର୍ଚ୍ଚାକୁ ଆସିଛନ୍ତି । ଏଥର କୌଣସି ବଲିଉଡ଼ ଗୀତକୁ ନୁହେଁ ସେମାନେ ଏକ ଓଡ଼ିଆ ଗୀତରେ ରିଲସ କରି ସାଉଁଟିଛନ୍ତି ପ୍ରଶଂସା । ଯାହାକି ଏବେ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହେବାରେ ଲାଗିଛି ।ପୂର୍ବରୁ ବଲିଉଡ଼ ଗୀତ ଗାଇ ଓ ଲିପସିଙ୍କ କରି ଭାରତୀୟ ଫ୍ଯାନମାନଙ୍କ ପ୍ରଶଂସା ଆପଣେଇଥିବା କିଲି-ନୀମା ପୁଣି ଓଡ଼ିଆ ଦର୍ଶକମାନଙ୍କ ହୃଦୟରେ ଜାଗା ସୃଷ୍ଟି କରିଛନ୍ତି । ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ଗୀତ ଭଲ ପାଉଛି ତତେ ମୁଁ...ଗାଇ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ କିଲି-ନୀମା କେହି ଓଡ଼ିଆ ଫ୍ଯାନ ଅଛନ୍ତି କି କ୍ଯାପସନରେ ଲେଖି ସେୟାର କରିଛନ୍ତି । ତା ସହ ସେମାନେ ରିଲରେ ଗୀତର ମୂଳ ଗାୟକ ଓ ଗାୟିକାଙ୍କ ନାମ ମଧ୍ୟ ଟ୍ୟାଗ କରିଛନ୍ତି । ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଢେର ସାରା ଭଲ ପାଇବା ମିଳିସାରିଲାଣି । ପାଖାପାଖି ୧୨ ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।