SPORTS

ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ଘରୋଇ କିଂସ ଏକାଦଶ ପଞ୍ଜାବ  ଓ ସନରାଇଜର୍ସ ହାଇଦ୍ରାବାଦ  ମଧ୍ୟରେ ଅନୁଷ୍ଠିତ ଆଇପିଏଲ ମୁକାବିଲରେ ଘରୋଇ ଦଳ ୬ ୱିକେଟରେ ରୋମାଞ୍ଚକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ୪/୧୫୦  ରଣ କରିଥିଲା ଜବାବରେ କିଂସ ଏକାଦଶ ୪ ୱିକେଟ ହରାଇ ବିଜୟ ହାସଲ କରିବାରେ ସଫଳ ହୋଇଥିଲା।

ସନରାଇଜର୍ସ ଦିନାୟକ ଡେଭଡ ୱାର୍ଣ୍ଣର  ସର୍ବାଧିକ ୭୦ ରନ୍ କରିଥିବା ବେଳେ ଅଲରାଉଣ୍ଡର ବିଜୟ ଶଙ୍କର ୨୬ ରନ୍ କରିଥିଲେ। ଯବାବରେ ପଞ୍ଜାବ ୧୯ ଓଭର ୫ଟି ବଲରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପଞ୍ଜାବ ପକ୍ଷରୁ ଓପନର କେ. ଏଲ ରାହୁଲ  ସର୍ବାଧିକ ୭୧ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରୱାଲ  ୫୫ ରନ୍ କରଥିଲେ। ମ୍ୟାଚରେ କେ. ଏଲ ରାହୁଲ ମ୍ୟାନ୍ ଅଫ ଦ ମ୍ୟାଚ୍  ହୋଇଥିଲେ ।
ପଢନ୍ତୁ: ଆଇପିଏଲରେ ରୋମାଞ୍ଚକ ଲଢ଼େଇ

Related posts

ଟି୨୦ ତ୍ରିରାଷ୍ଟ୍ରୀୟ : ଭାରତକୁ ୫ ଓ୍ଵିକେଟରେ ପରାସ୍ତ କଳା ଶ୍ରୀଲଙ୍କା

ENO Beuro

ଚେନ୍ନାଇ ସୁପର କିଙ୍ଗସର ବିଜୟ ଧାରା ଜାରି: ୪ ୱିକେଟରେ ରାଜସ୍ଥାନକୁ ହରାଇଲା

Ratnamani Moharana

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

ENO Beuro

Leave a Comment