SPORTS

ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍: ନିର୍ଦୟ ହେଲେ ରସେଲ

ଆଇପିଏଲରେ ରସେଲ ଝଡ

ଆପିଏଲର ୧୭ ମ୍ୟାଚରେ ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍। ଟସ ଜିତି ପ୍ରଥମେ ଫିଲଡିଙ୍ଗ ନିଷ୍ପତି ନେଇଥିଲା କେକେଆର। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର  ନିର୍ଦ୍ଧାରିତ ଓଭରରେ ୨୦୫ ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ ସର୍ବାଧିକ ୮୪ ରନ୍ କରିଥିବାବେଳେ, ଡିଭିଲିୟର୍ସ ୬୩ ରନ୍ କରିଥିଲେ। ୨୦୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ କେକେଆର୍ ଆକ୍ରମଣାତ୍ମକ ଖେଳ ଖେଳିଥିଲା।ମାତ୍ର ୧୩ବଲ୍‌ରେ ୪୮ରନ୍ କରି ରସେଲ୍  କେକେଆରକୁ ବିଜୟୀ ଦେଇଥିଲେ।

ଚାରିଟି ପରାଜୟ ପରେ ଭାରି ଚିନ୍ତାରେ ବିରାଟ କୋହଲି

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ପାଇଁ ଏବେବି ବିଜୟ ବହୁ ଦୂର। ଦଳର ଅହିନାୟକ ବିରାଟ କୋହଲି ଏ ପର୍ଯ୍ୟନ୍ତ ଦଳକୁ ଗୋଟିଏ ବି ମ୍ୟାଚ ଜିତାଇ ପାରିଲେନି। ନାଇଟ ରାଇଡ଼ର୍ସ ବିପକ୍ଷରେ ଘରୋଇ ଗ୍ରାଉଣ୍ଡର ଆରସିବି ଶୁକ୍ରବାର ଏକ ସମୟରେ ମ୍ୟାଚ ଜିତିବାର ଆସ ଥିଲା ତେବେ ନିର୍ଦୟ ଆନ୍ଧ୍ରେ ରସେଲ ଅଳ୍ପ ସମୟ ମଧ୍ୟରେ ସେତକ ଆଶା ଛଡାଇ ନେଇଥିଲେ। ଆପରିଜିତ ୪୮ ରଣ କରି ରସେଲ ଆରସିବି ନିକଟରୁ ବିଜୟ ଟୀକା ଛଡାଇନେଇଥିଲେ।
ପଢନ୍ତୁ: ଦିଲ୍ଲୀକୁ ୧୨୯ ରନରେ ହରାଇ ସନରାଇଜର୍ସ ହାଇଦ୍ରାବାଦ ହେଲା ବିଜୟୀ

Related posts

ଆଇପିଏଲ୍‌ ୧୧: ରୟାଲ ଚ୍ୟାଲେଞ୍ଜର୍ସର ପ୍ରଥମ ବିଜୟ!

ENO Beuro

ବିଶ୍ବକପ୍‌ରୁ ବାଦ୍‌ ପଡିଲେ ମହମ୍ମଦ ସେହ୍‌ଜାଦ୍‌

Ratnamani Moharana

ଦ୍ଵିତୀୟ ଟି-୨୦ରେ ୧୪୩ ରନରେ ଆୟରଲାଣ୍ଡକୁ ହରାଇଲା ଭାରତ

ENO Beuro

Leave a Comment