LIFESTYLE

ଜାଣନ୍ତୁ A ଅକ୍ଷରର ବ୍ୟକ୍ତିଙ୍କ ବିଷୟରେ !

A ଅକ୍ଷରର ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ବିଷୟରେ

ଯଦି କୌଣସି ପୁଅ କିମ୍ବା ଝିଅର ନାମର ପ୍ରଥମ ଅକ୍ଷର ଇଂଲିଶ୍ ଲେଟର A ରୁ ଆରମ୍ବ ହୋଇଥାଏ, ତେବେ ଜାଣନ୍ତୁ ଏହାର ବ୍ୟକ୍ତିଙ୍କ ବିଷୟରେ । ଏହି ବ୍ୟକ୍ତି ବହୁତ ଆକର୍ଷିତ ହୋଇଥାନ୍ତି ଓ ସର୍ବଦା ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତି।ଏମାନଙ୍କ ଶରୀର ଗଠନ ଏପରି ହୋଇଥାଏ ଯେ କୌଣସି ବି ବ୍ୟକ୍ତି ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

ଏମାନେ ସର୍ବଦା ସୁନ୍ଦରତା କୁ ପସନ୍ଦ କରନ୍ତି । ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି।ସର୍ବଦା ଭାବନାରେ ବୁଡ଼ି ରୁହନ୍ତି । ଲୋକ ମାନେ ସବୁବେଳେ ଏମାନଙ୍କ କଥା ମାନିଥାନ୍ତି,ଯଦି କିଏ ବି କଥା ନ ମାନନ୍ତି ଏମାନଙ୍କୁ ବହୁତ କଷ୍ଟ ହୋଇଥାଏ । ଇନସଲ୍ଟ ଫିଲ୍ କରିଥାନ୍ତି ହେଲେ କାହାକୁ ଜଣେଇ ନଥାନ୍ତି । ପାଠ ପଢା କୁ ନେଇ ଓ ଭବିଷ୍ୟତ ବିଷୟରେ ସବୁବେଳେ ଏମାନେ ସତର୍କ ଥାନ୍ତି ।

ଏହି ଅକ୍ଷର ନାମର ବ୍ୟକ୍ତି ଯଦି କୌଣସି କାମ ଆରମ୍ଭ କରନ୍ତି ତାକୁ ଶେଷ ନକରିବା ପର୍ଯ୍ୟନ୍ତ ଶାନ୍ତିରେ ବସନ୍ତି ନାହିଁ । ଏହି ନାମର ବ୍ୟକ୍ତି ମାନଙ୍କୁ ସଫଳତା ଧୀରେ ଧୀରେ ମିଳେ କିନ୍ତୁ ଏମାନେ ସଫଳତାର ଶୀର୍ଷକୁ ପହଂଚି ଯାନ୍ତି । ଜୀଵନରେ ବହୁତ ସଂଘର୍ଷଥାଏ କିନ୍ତୁ ଏମାନେ ଲକ୍ଷ ସ୍ଥଳରେ ପହଂଚି ଯାନ୍ତି । ଏମାନେ ବହୁତ ସାହସୀ ହୋଇଥାନ୍ତି ଯଦିଓ ଏମାନେ ନିଜର ଗୁଣ କାହାକୁ କହନ୍ତି ନାହିଁ ତଥାପି ଏମାନେ ବହୁତ ଲକି ହୋଇଥାନ୍ତି ।

ଏମାନେ ପ୍ରେମକୁ ବହୁତ ଗୁରୁତ୍ୱ ଦିଅନ୍ତି କିନ୍ତୁ ସେମାନେ ଏତେ ରୋମାଣ୍ଟିକ ନୁହନ୍ତି । ଏମାନେ ଯାହା ସହ ଥରେ ଯୋଡ଼ି ହୋଇଯାନ୍ତି ଚେଷ୍ଟା କରନ୍ତି ସେ ସମ୍ପର୍କକୁ ସାରା ଜୀବନ ବଜାଇ ରଖିବାକୁ ।

ପଢନ୍ତୁ ;

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ

Related posts

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି

Ratnamani Moharana

ଆସନ୍ତୁ ଜାଣିବା ଅଦାର ଔଷଧିୟ ଗୁଣ

ENO Beuro

କେଉଁ ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

Leave a Comment