VASTU

କରନ୍ତୁ ଏହି ଏକାଦଶୀ ବ୍ରତ ,ମିଳିବ ଅନେକପ୍ରକାର ସୁଫଳ

“ଜୟା ଏକାଦଶୀର ମହତ୍ତ୍ଵ “

ଓସା ବ୍ରତ ମଧ୍ୟରୁ ସବୁଠୁ ପ୍ରମୁଖ ବ୍ରତ ହେଉଛି ନବରାତ୍ରି, ପୂର୍ଣ୍ଣିମା ଓ ଅମାବସ୍ୟା ତଥା ଏକାଦଶୀ । ଏସବୁ ମଧ୍ୟରୁ ବଡ ବ୍ରତ ହେଉଛି ଏକାଦଶୀ । ଅଲଗା ଅଲଗା ଏକାଦଶୀ ବ୍ରତର ବିଶେଷ ପ୍ରଭାବ  ରହିଥିବା ବେଳେ ମାଘ ଶୁକ୍ଳପକ୍ଷ ଏକାଦଶୀର ମହତ୍ଵ ସବୁଠୁଁ ଅଧିକ । ଏହାକୁ ଜୟା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ ।

  • ଏହି ବ୍ରତ କରିବା ଦ୍ବାରା ଚନ୍ଦ୍ରମାଙ୍କ ଖରାପ ପ୍ରଭାବ ପଡି ନଥାଏ ।
  • ଏହି ବ୍ରତର ସିଧା ପ୍ରଭାବ ଆମ ଶରୀର ଓ ମନ ଉପରେ ପଡିଥାଏ ।
  • ଜୟା ଏକାଦଶୀ ବ୍ରତ କରିବା ଦ୍ବାରା ପାପ ନାଶ ହେବା ସହ ମୁକ୍ତି ମଳିଥାଏ ।
  • ଏହା କରିବା ଦ୍ବାରା ଭୂତ, ପିଚାଶ ଆଦି ପାଖ ମାଡନ୍ତି ନାହିଁ । ବିଭିନ୍ନ କୁଦୃଷ୍ଟି ଶରୀରକୁ ସ୍ପର୍ଶ କରିପାରେ ନାହିଁ ।
  • ଏହି ବ୍ରତ ପାଳନ କରୁଥିବା ବ୍ୟକ୍ତିଙ୍କ ସଂସ୍କାରରେ ଶୁଦ୍ଧତା ଆସିଥାଏ ।

ଜାଣନ୍ତୁ କିପରି କରିବେ ଏହି ଜୟା ଏକାଦଶୀ ବ୍ରତ ?

  • ଏହି ବ୍ରତକୁ ଆପଣ ନିର୍ଜଳ କରି ପାରିବେ ଏବଂ ଜଳଖିଆ ଖାଇ ମଧ୍ୟ କରି ପାରିବେ ।
  • ଏହି ଦିନ ବିଷ୍ଣୁ ଭଗବାନଙ୍କୁ ପୂଜା କରିବା ଉଚିତ୍ ।
  • ଭଗବାନଙ୍କୁ ଫଳ ଓ ପଞ୍ଚାମୃତ ଭୋଗ ଲଗାଇବା ଉଚିତ୍ ।
  • ଭଲ ହେବ ଯଦି ଏହି ଦିନ ଜଳ ଓ ଫଳ ସେବନ କରିବେ ।

ପଢନ୍ତୁ ;

ଜାଣନ୍ତୁ ହାତର ଆକୃତିରୁ ବ୍ୟକ୍ତିର ବ୍ୟକ୍ତିତ୍ୱ

Related posts

ଅନ୍ୟର ଏହି ୬ଟି ଜିନିଷ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ

ENO Beuro

ଆସନ୍ତୁ ଜାଣିବା ମହାଶିବରାତ୍ରୀ ଅବସରରେ କିପରି କରିବେ ଶିବାର୍ଚ୍ଚନା!

ENO Beuro

ଦୁର୍ଭାଗ୍ୟ ପିଛା ଛାଡୁନି ,ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

ENO Beuro

Leave a Comment