କଞ୍ଚା ହଳଦୀ ଖାଇଲେ ମିଳିବ ଏହି ପାଞ୍ଚଟି ଫାଇଦା
ରୋଷେଇ ଘରେ ଥିବା ହଳଦୀ ପ୍ରାୟ ପ୍ରତ୍ଯେକ ଦିନ ମସୁର ଡାଲି, ପନିପରିବା ଏବଂ ଅନ୍ଯାନ୍ଯ ଖାଦ୍ୟର ସ୍ବାଦ, ସୁଗନ୍ଧ ଏବଂ ରଙ୍ଗ ବଢ଼ାଇବା ପାଇଁ ବ୍ଯବହୃତ ହୁଏ ।
Loading...
ରକ୍ତ ଦ୍ୱାରା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ୍ ଓ ଆଇରନ ସହ ଆବଶ୍ୟକୀୟ ତତ୍ତ୍ୱ ଯାଇଥାଏ । ବ୍ଲଡ ପ୍ରେସର ସାଧାରଣ ରହିବା ଦ୍ୱାରା ହାର୍ଟକୁ ଅଧିକ କାମ କରିବାକୁ ପଡି ନଥାଏ ।
ରକ୍ତ ଦ୍ୱାରା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ୍ ଓ ଆଇରନ ସହ ଆବଶ୍ୟକୀୟ ତତ୍ତ୍ୱ ଯାଇଥାଏ । ବ୍ଲଡ ପ୍ରେସର ସାଧାରଣ ରହିବା ଦ୍ୱାରା ହାର୍ଟକୁ ଅଧିକ କାମ କରିବାକୁ ପଡି ନଥାଏ । ଯଦି ଲୋ ବ୍ଲଡ ପ୍ରେସର ଥାଏ,ତେବେ ହାର୍ଟ ଆବଶ୍ୟକୀୟ ରକ୍ତ ସବୁ ଅଂଗକୁ ପଠାଇ ପାରିନଥାଏ । ଫଳରେ ଅନ୍ୟ ଅଂଗ ନଷ୍ଟ ହେବାର ଆଶଙ୍କା ଥାଏ । ହାଇ ବ୍ଲଡ ପ୍ରେସର ଯେତିକି ବିପଦ ହୋଇଥାଏ ଲୋ ବ୍ଲଡ ପ୍ରେସର ମଧ୍ୟ ସେତିକି ବିପଦ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ଏହି ବିପଦ ସବୁ ।
ଲୋ ବ୍ଲଡ ପ୍ରେସର ସ୍ଥିତିରେ ଶରୀରର ସବୁ ଅଂଗକୁ ଆବଶ୍ୟକ ପରିମାଣ ରକ୍ତ ଯାଇ ନଥାଏ । ରକ୍ତ ଯୋଗାଣ ନହେବା ଯୋଗୁ ଅଂଗକୁ ଅକ୍ସିଜେନ ମିଳି ନଥାଏ । ଏହାଦ୍ୱାରା ଷ୍ଟ୍ରୋକ୍, ହାର୍ଟ ଆଟାକ୍ ଓ କିଡନୀ ଫେଲ ଆଶଙ୍କା ରହିଥାଏ । ବିପି ଅଧିକ କମ ହେଲେ ବ୍ୟକ୍ତି ବେହୋଷ ହୋଇପାରେ । କେବେ କେବେ ବ୍ରେନ ଡ୍ୟାମେଜ ବିପଦ ରହିଥାଏ । ଲୋ ବ୍ଲଡ ପ୍ରେସର କେବେ ରୋଗ କାଟାଗୋରୀରେ ଆସି ନଥାଏ । ହେଲେ ଯଦି ଏହା ସର୍ବଦା ଲୋ ରହେ ମାରାତ୍ମକ ହୋଇପାରେ । ବିପି ଲୋ ହେଲେ ମୁଣ୍ଡ ଘୁରାଇବା, ବାନ୍ତି ଲାଗିବା, ଥକା ଲାଗିବା, ଛାତି ଧଡଧଡ ହେବା, ଆଖିକୁ ଝାପସା ଦେଖାଯିବା, ଚର୍ମ ଧଳା ଦେଖାଯିବା, ଖାଇବାକୁ ଇଚ୍ଛା ନ ଲାଗିବା ଆଦି ଲକ୍ଷଣ ଆସିଥାଏ । ଲୋ ବିପି କୁ ନର୍ମାଲ କରିବାକୁ ହେଲେ ଲୁଣ ଖାଇ ପାରିବେ । ଡାକ୍ତର ମଧ୍ୟ ଏମିତି କରିବାକୁ କହିଥାନ୍ତି । ଏହାଛଡା, କଫି ଓ ଚା’ ପିଇପାରିବେ । ତେବେ ଏସିଡ ଥିଲେ ଚା’ କଫି ପିଅନ୍ତୁ ନାହିଁ । ଖାଦ୍ୟରେ ମିଠା ଖାଇ ପାରିବେ । ତେବେ ଡାଇବେଟିସ୍ ରୋଗୀଙ୍କ ପାଇଁ ମିଠା ନୁହେଁ । ଅଧିକ ସମୟ ଭୋକିଲା ରହିଲେ ବିପି ଲୋ ହୋଇଯାଏ । ଏହାକୁ ନର୍ମାଲ କରିବା ପାଇଁ କିଛି ଖାଇ ନିଅନ୍ତୁ ।
Shakespeare, in the beautiful garden, among the party. Some of the hall: in fact she was ever to.
ରୋଷେଇ ଘରେ ଥିବା ହଳଦୀ ପ୍ରାୟ ପ୍ରତ୍ଯେକ ଦିନ ମସୁର ଡାଲି, ପନିପରିବା ଏବଂ ଅନ୍ଯାନ୍ଯ ଖାଦ୍ୟର ସ୍ବାଦ, ସୁଗନ୍ଧ ଏବଂ ରଙ୍ଗ ବଢ଼ାଇବା ପାଇଁ ବ୍ଯବହୃତ ହୁଏ ।
ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ପଇଡପାଣି ମଧ୍ୟ ସହାୟକ ହୋଇଥାଏ। ଏହିପରି ଅନେକ ଉପାଦାନ ପଇଡ ପାଣିରେ ମିଳିଥାଏ ଯାହା ବର୍ଦ୍ଧିତ ରକ୍ତ ଚାପକୁ ତୁରନ୍ତ ନିୟନ୍ତ୍ରଣ ଦେଇଥାଏ।
ଗାଧୋଇବା ପରେ ସମସ୍ତେ ଭଲ ଏବଂ ସତେଜ ଅନୁଭବ କରନ୍ତି । ଗ୍ରୀଷ୍ମ ରେ ଆପଣ କେତେଥର ସ୍ନାନ କରିଥିବେ ନିଶ୍ଚୟ ଜାଣି ନାହାଁନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଦିନ ବଦଳରେ ରାତିରେ ଗାଧୋଇଲେ ଆପଣ କେତେ ଲାଭ ପାଇପାରିବେ ।