LIFESTYLE

N ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକଙ୍କ ମଧ୍ୟରେ ଥାଏ ଏହି ବିଶେଷ ଗୁଣ

Untitled 1 Copy 2

ଏମିତି ତ ସବୁ ବ୍ୟକ୍ତିର ନାଁ ନିଜ ଏକ ଅଲଗା ମହତ୍ତ୍ୱ ହୋଇଥାଏ , କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଆପଣଙ୍କ ପସନ୍ଦ ଓ ନା ପସନ୍ଦ ଆପଣଙ୍କ ଉପରେ ପ୍ରଭାବିତ କରିଥାଏ , ତେବେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହେବେ , ଏହା ସତ ଅଟେ , ଏହା ତାଙ୍କର ଜୀବନ ଶୈଳୀରେ ପ୍ରଭାବିତ କରିଥାଏ । ବ୍ୟକ୍ତି ନାଁ ଯେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ତାହା ଅଲଗା ଅଙ୍କିୟ ଉର୍ଜା, ତରଙ୍ଗ, ପ୍ରଭାବ ହୋଇଥାଏ ।ସେମିତି ବ୍ୟକ୍ତିର ନାଁ ଯେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ , ସେଥିରେ ବ୍ୟକ୍ତିତ୍ୱ ବିଷୟରେ ବହୁତ କଥା ଜଣା ପଡିଥାଏ।

ଯାହାଙ୍କ ନାଁ N ଅକ୍ଷରରୁ ଆରମ୍ଭ ହୋଇଥାଏ, ଏହି ଅକ୍ଷରରୁ ପାଞ୍ଚ ଅଙ୍କ ସହ ବରାବର ମାନାଯାଏ , ଏମିତିରେ ଏହି ଅଙ୍କ କଳ୍ପନାଶିଳତା, ସ୍ୱାଧିନତା, ଓ ଆନନ୍ଦ ପ୍ରତିନିଧିତ୍ୱ କରିଥାଏ , କହିଦେବୁ କି ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ଆକ୍ଟିଭ୍ ଓ ବିନା ପାରମ୍ପାରିକ ଭାବନାର ବ୍ୟକ୍ତି ହୋଇଥାନ୍ତି , ଏହା ଛଡା ନିଜ ଜୀବନରେ ସବୁ ଜିନିଷ ପରଫେକ୍ଟ ଦରକାର , ଏହି ଲୋକ ଆଲୋଚକ ବ୍ୟକ୍ତିତ୍ୱର ହୋଇଥାନ୍ତି , ଏଥିପାଇଁ ଏମାନଙ୍କୁ କିଏ ହେଲେ ବି ପସନ୍ଦ ଆସନ୍ତି ନାହିଂ , ମାନେ ଏମାନଙ୍କ ପସନ୍ଦର ଅନୁସାରେ କିଏ ପାର୍ଟନର୍ ମିଳିଥାଏ , ତେବେ ସେମାନେ କାହା ସହ ରିଲେସନସିପ୍ ରେ ରହିଥାନ୍ତି ।

Download

ଏହି ଲୋକ ବହୁତ କଳ୍ପନାଶୀଳ ଓ ବହୁ ମୁଖୀ ପ୍ରତିଭାବାଲା ହୋଇଥାନ୍ତି , ଓ ସ୍ୱଭାବରୁ ଏମାନେ ରିସର୍ଚ୍ଚର ହୋଇଥାନ୍ତି , ମାନେ କହିବାକୁ ଗଲେ ଏମାନେ ବହୁତ ଇଣ୍ଟେଲିଜେଣ୍ଟ ହୋଇଥାନ୍ତି , ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ଯେଉଁ କୌଣସି ପରିସ୍ଥିତି ସହ ମୁକାବଲା କରିଥାନ୍ତି । ବହୁତ ଥର ଲୋକେ ଅନ ପ୍ରେଡିକ୍ଟବେଲ୍ ହୋଇଥାଏ । ହଁ ଆଜ୍ଞା ଏହାର ମତଲବ ହୋଇଥାଏ କି ବହୁତ କିଛି କହିବା ସହଜ ହୋଇପାରିବ ନାହିଁ , ଏହା ଛଡା ସାଂସରିକ ଆକର୍ଷଣ ଏମାନଙ୍କୁ ବହୁତ ପସନ୍ଦ ଲାଗିଥାଏ , ଜଣାଇଦେବୁ କି ଅଙ୍କ ପାଞ୍ଚ ଉର୍ଜା ତାଙ୍କୁ ଆଶାବାଦି ଓ ବ୍ୟବହାରିକ ବନାଇଥାଏ , ଏହା ଛଡା ଏହି ଲୋକ ବହୁତଥର ବହୁତ ପୋସେଟିଭ୍ ହୋଇଥାଏ ।

ଏମାନେ ବହୁତ ଭାବୁକ ହୋଇଥାନ୍ତି , ଏଥିପାଇଁ ଏମାନଙ୍କୁ ପ୍ରେମ କରିବା , ଓ ପ୍ରେମ ପାଇବା ପସନ୍ଦ ହୋଇଥାଏ , ହଁ ଆଜ୍ଞା ଏହା ସହ ଏହି ଲୋକ ବିଲକୁଲ୍ ସ୍ୱାର୍ଥପର ହୋଇନଥାନ୍ତି , ଓ ଯେଉଁ ଲୋକ ଏମାନଙ୍କ ହୃଦୟର ପାଖାପାଖି ହୋଇଥାନ୍ତି , ଏମାନଙ୍କ ପାଇଁ କିଛି ବି କରିବାପାଇଁ ପ୍ରସ୍ତୁତି ରୁହନ୍ତି , ଏହା ଛଡା ଲୋକ ଜୀବନରେ ହେଉଥିବା ସବୁ ପରିବର୍ତ୍ତନରେ ଖୁସିରେ ସ୍ୱାଗତ କରିଥାନ୍ତି , ଏଠାରେ ସେମାନଙ୍କ ନିଜର ଭାବନା, ବିଚାର , ଓ ନିଜ ଲାଇଫ୍ ଷ୍ଟାଇଲ୍ ବି ସ୍ୱାଧିନତା ହୋଇଥାଏ , ବୋଧେ ଏହି କାରଣାଅରୁ ଏମାନଙ୍କ ସଂବାଦ କରିବାର କ୍ଷମତା ଭଲ ହୋଇଥାଏ ।

Images

ପଢନ୍ତୁ: ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

Related posts

ଋତୁସ୍ରାବ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

Ratnamani Moharana

ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ENO Beuro

ଚଲାନ୍ତୁ ଜାଣିବା ଗାଲରେ ଭଉଁରୀ ଥିଲେ ବ୍ୟକ୍ତି ସ୍ୱଭାବରେ କିପରି ହୋଇଥାଏ!

ENO Beuro

Leave a Comment