LIFESTYLE

ଆପଣ ଜାଣିଛନ୍ତି କି? ଆଖି ଡୋଳାର ରଙ୍ଗ ଦ୍ୱାରା ଜଣାପଡିଥାଏ ବନ୍ଧୁଙ୍କର ଚରିତ୍ର ! ଜାଣନ୍ତୁ କିପରି?

ମନୁଷ୍ୟର ସବୁଠାରୁ ଆର୍କଷଣୀୟ ଅଙ୍ଗ ହେଉଛି ଆଖି  । ବ୍ୟକ୍ତି କେଉଁ ସମୟରେ କ’ଣ ଅନୁଭବ କରିଥାଏ ତାହା ଆଖିରୁ ହିଁ ଜଣାପଡ଼ିଯାଇଥାଏ । କାରଣ ଆଖିର ରଙ୍ଗ ସ୍ୱତଃପ୍ରବୃତ ଭାବେ ମନୁଷ୍ୟର ସ୍ୱଭାବ ସହିତ ଜଡ଼ିତ। ତେବେ ଆପଣ କେବେ ଭାବିଛନ୍ତି କି ଆଖି ଡୋଳାର ରଙ୍ଗ ଦ୍ୱାରା ଜଣଙ୍କର ସ୍ୱଭାବ ଜଣାପଡେ । ବିଶେଷ କରି ଆମେ ଜାଣିବା ଦରକାର କି ଆମର ବନ୍ଧୁମାନଙ୍କର ସ୍ୱଭାବ କିପରି।

ଆସନ୍ତୁ ଜାଣିବା ଆଖି ଡୋଳା କିପରି କହିବ ବନ୍ଧୁଙ୍କର ସ୍ୱଭାବ-

  • ସବୁଜରଙ୍ଗ ଆଖି: ଏହି ଆଖିର ବ୍ୟକ୍ତି ଖୁବ କୌତୁକପୂର୍ଣ୍ଣ ହୋଇଥାନ୍ତି । ଏମାନେ ଜୀବନର ପ୍ରତି ମୂହୂର୍ତ୍ତକୁ ଖୁସିରେ ବିତାଇବାକୁ ପସନ୍ଦ କରିଥାନ୍ତି । ଏହି ବର୍ଗର ବ୍ୟକ୍ତି ବୁଦ୍ଧିମାନ ହେବା ସହ ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ କରିବାକୁ ପସନ୍ଦ କରନ୍ତି।
  • କଳାରଙ୍ଗ ଆଖି : ଏହି ରଙ୍ଗର ଆଖି ପ୍ରାୟତଃ ସମସ୍ତଙ୍କର ହୋଇଥାଏ । ଏହି ବର୍ଗର ବ୍ୟକ୍ତି ଅଧିକ ରହସ୍ୟମୟ ହେବା ସହ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ହୋଇଥାନ୍ତି । ଏମାନଙ୍କ ଉପରେ ବିଶ୍ୱାସ କରି ଆପଣ କିଛି ମଧ୍ୟ କହିପାରିବେ କାରଣ ଏମାନେ ସମସ୍ତଙ୍କ କଥାକୁ ଗୋପନରେ ରଖିଥାନ୍ତି । ଏମାନେ ଅନ୍ୟ ଉପରେ ଏତେ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ ।
  • ମାଟିଆରଙ୍ଗ ଆଖି: ଏହି ରଙ୍ଗର ଡୋଳା ଥିବା ବ୍ୟକ୍ତି ଭଲ ସ୍ୱଭାବର ହୋଇଥିବା ବେଳେ ସମସ୍ତଙ୍କ ସହ ଭଲ ସଂପର୍କ ସ୍ଥାପନ କରିଥାନ୍ତି । ଏମାନେ ସଂପର୍କ ଅପେକ୍ଷା ଟଙ୍କାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଏହି ବର୍ଗର ବ୍ୟକ୍ତି ଅଧିକ ଆର୍କଷଣୀୟ ହୋଇଥିବା ବେଳେ ତାଙ୍କ ପାଖରେ ଭରପୂର ଆତ୍ମବିଶ୍ୱାସ ରହିଥାଏ।
  • ନୀଳରଙ୍ଗ ଆଖି :ଆଖିର ରଙ୍ଗ ନୀଳ ହୋଇଥିବା ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ନୀଳ ଆଖି ସବୁଠାରୁ ଆର୍କଷଣୀୟ ହୋଇଥାଏ। ଏଣୁ ଏହି ବର୍ଗର ବ୍ୟକ୍ତି ସର୍ବଦା ସମସ୍ତଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାନ୍ତି । ନୀଳ ଆଖି ଥିବା ବ୍ୟକ୍ତି ସର୍ବଦା ପରୋଉପକାରୀ ହେବା ସହ ଖୁବ ଶୀଘ୍ର ସମସ୍ତଙ୍କର ସହ ମିଶି ଯାଇଥାନ୍ତି ।

ପଢନ୍ତୁ;

ଆସନ୍ତୁ ଜାଣିବା ବ୍ରେଡ ଖାଇବା ଦ୍ଵାରା କେଉଁ ସମସ୍ୟା ଦେଖା ଦେଇଥାଏ

Related posts

ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

ENO Beuro

ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ

ENO Beuro

Leave a Comment