Loading...

ତିନୋଟି ଝାଡୁ ବଦଳାଇଦେଵ ଆପଣଙ୍କ ଭାଗ୍ୟ

ତିନୋଟି ଝାଡୁ ବଦଳାଇଦେଵ ଆପଣଙ୍କ ଭାଗ୍ୟ

ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ ରବିବାର କିମ୍ବା ସୋମବାର ତିନୋଟି ଝାଡୁ କିଣନ୍ତୁ।

ଆପଣ ଆର୍ଥିକ ସମସ୍ୟାରେ ଚିନ୍ତାରେ ଅଛନ୍ତି କି ? ଆଉ ଧନ କମାଇବାରେ ସବୁ ପ୍ରଚେଷ୍ଟା ବିଫଳ ହେଉଛି ତାହେଲେ କିଛି ଉପାୟ ଆପଣଙ୍କୁ ଲକ୍ଷ୍ମୀଙ୍କୁ ଆଗମନ କରିବାକୁ ବାଧ୍ୟ କରିଦେବ। ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ ରବିବାର କିମ୍ବା ସୋମବାର ତିନୋଟି ଝାଡୁ କିଣନ୍ତୁ। ସୋମବାର କିମ୍ବା ମଙ୍ଗଳବାର ଦିନ ଶୁଭ ମୂହୁର୍ତ୍ତ ଦେଖି ପବିତ୍ର ହୋଇ ନିଜ ଘର ଆଖପାଖରେ କୌଣସି ମନ୍ଦିରରେ ଏହି ତିନୋଟି ଝାଡୁ ରଖିଦିଅନ୍ତୁ। ଧ୍ୟାନ ରଖନ୍ତୁ ଝାଡୁ ନେବା ସମୟରେ କେହି ଆପଣଙ୍କୁ କେହି ଦେଖିବେନାହିଁ।

 

ଯଦି କେହି ଆପଣଙ୍କୁ ଦେଖିଦିଅନ୍ତି ତାହେଲେ ଏହି ଉପାୟ କାମ ଦେବ ନାହିଁ ବୋଲି ସମ୍ଭାବନା କରାଯାଏ। ଯଦି ଆପଣ ଏହା ଠିକ୍‌ ଭାବରେ କରିଦିଅନ୍ତି ତାହେଲେ ବହୁତ ଜଲଦି ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଏହାବ୍ୟତୀତ ଶନିବାର ସନ୍ଧ୍ୟାରେ ବିରି ଡାଲିରେ ଅଳ୍ପ ଦହି ଏବଂ ସିନ୍ଦୁର ପକାଇ ଅଶ୍ୱସ୍ତ ଗଛ ତଳେ ରଖିଦିଅନ୍ତୁ। ଫେରିବା ବେଳେ ପଛକୁ ବୁଲି ଦେଖିନ୍ତୁ ନାହିଁ। ଏମିତି ନିୟମିତ କରିବା ଦ୍ୱାରା ଦେଖିବେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ ବୋଲି କଥା ରହିଛି ।

ପଢନ୍ତୁ: ଆସନ୍ତୁ ଜାଣିବା ଆଇନା ବା ଦର୍ପଣ ଲଗାଇବାର ସଠିକ ଦିଗ ସମ୍ପର୍କରେ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.