VASTU

ନୀଳ ରଙ୍ଗରେ କେବଳ ଆପଣଙ୍କ ପୋଷାକ ଚମକି ନଥାଏ ,ଏହାମଧ୍ୟ ଆପଣଙ୍କ ଭବିଷ୍ୟତକୁ ବଦଳାଇ ଥାଏ, ଜାଣନ୍ତୁ କିପରି ?

ଧଳା ପୋଷାକର ଚମକ ପାଇଁ ଆମେ ସେଥିରେ ନୀଳରଙ୍ଗ ଦେଇଥାଉ । କଣ ଆପଣ ଜାଣିଛନ୍ତି କି ? ନୀଳ , କପଡା ର ଚମକ ଆଣିବା ସହ ଆପଣଙ୍କ ଭବିଷ୍ୟତ କୁ ମଧ୍ୟ ଚମତ୍କାର କରିଥାଏ। ଦୈନିକ ଜୀବନରେ ଏମିତି କାମ ଅଛି ,ଯାହାକୁ ଆମେ ସବୁବେଳେ କରିଥାଉ ,କିନ୍ତୁ ସେହି କାମ ର ଚମତ୍କାରି ଗୁଣ ବିଷୟରେ ଆମେ ଅବିଜ୍ଞ ଥାଉ।

ଏହିପରି ଏକ କାମ ଯେପରି କପଡାରେ ନୀଳ ଦେବା ପରି । ଧାର୍ମିକ ମନ୍ତ୍ରନୁସାରେ , କପଡାରେ ନୀଳ ରଙ୍ଗଲଗେଇବା ଦ୍ଵାରା ଆପଣଙ୍କ ଭବିଷ୍ୟତରେ ଉର୍ନତୀ ଆସିଥାଏ ।

ସବରତତ୍ଵ ଅନୁସାରେ ,ନୀଳଗଛର ଉତ୍ପତି ମସାଣିରେ ହୋଇଥାଏ।  ଏହା  ମରିବା ସମୟରେ ଜୀବନକୁ ଦୃଢ କରିଥାଏ। ନୀଳ ଏକ ସିଦ୍ଧାନ୍ତରେ ଅଛି ଯେ ,ଏହା ଜୀବନ ପରେ ମରଣ ଏବଂ ମରଣ ପରେ ଆଉଥରେଜନ୍ମ । ଏହାକୁ ଜୀବନ ମରଣ ର କାଳ ଚକ୍ର କୁହନ୍ତି ।

ତତ୍ଵଶାସ୍ତ୍ର ଅନୁସାରେ ,ନୀଳ ରଞ୍ଜକ ,ଦେବୀ ନୀଳ ସରସ୍ଵତୀଙ୍କୁ ସମ୍ବୋଦିତ କରିଥାଏ। ଶାସ୍ତ୍ରରେ ନୀଳ ସରସ୍ଵତୀଙ୍କୁ  ଦେବୀ ତାରା କହି ସମ୍ବୋଦିତ କରିଥାଏ। ଦେବୀ ତାରା ସମସ୍ତ ମହାବିଜ୍ଞାନୀଙ୍କ ମଧ୍ୟରୁ ଜଣେ ।

ଜୋତିଷଶାସ୍ତ୍ର କହିବା ଅନୁଯାଇ ,ନୀଳ ରଞ୍ଜକ ଉପରେ ରାହୁ ଗ୍ରହର ପ୍ରଭାବ ରହିଥାଏ । ରାହୁକୁ ନେଇ ଜୋତିଷ୍ୟ ଶାସ୍ତ୍ର ରେ ଦୁଇଟି ମତ ରହିଛି , ପ୍ରଥମ ମତାନୁସାରେ , ରାହୁ ଗ୍ରହ ଉପରେ ଦେବୀ ନୀଳ ସରସ୍ଵତୀ ଅର୍ଥାତ ତାରାଙ୍କର ଅବରିଭାବ ହୋଇଥାଏ । ଏଥିପାଇଁ ଏହାର ରଙ୍ଗ ନୀଳ ଅଟେ । ଦିତୀୟ ମତାନୁସାରେ , ରାହୁ ଗ୍ରହ ଉପରେ ଦେବୀ ଛିମ୍ରତା ଙ୍କର ଆଧିପତ୍ୟ ଅଟେ ,ଏହି କାରଣରୁ ଏହାର ରଙ୍ଗ ନୀଳିମା ହୋଇଥାଏ । ତାରାଙ୍କ ରୂପରେ ରାହୁ , ଗୁର୍ହଜ୍ଞାନ ଅର୍ଥାତ ତ୍ଵତର ପ୍ରତୀକ ଅଟେ ।

ପଢନ୍ତୁ ;

ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଠିକ ଅଛି ତ ଆପଣଙ୍କ ବେଡରୁମର ବାସ୍ତୁ ? ନଚେତ ବିଗିଡି ପରେ ଆପଣଙ୍କ ସମ୍ପର୍କ

ENO Beuro

ପୂଜା କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ମିଳିବ ଭଗବାନଙ୍କ ଆର୍ଶୀବାଦ!

ENO Beuro

ନାରୀ ମାନଙ୍କର ଏହି ସବୁ ଲକ୍ଷଣ ଥିଲେ ତାଙ୍କୁ ଅଲକ୍ଷଣି ବୋଲି କୁହାଯାଇଥାଏ!

ENO Beuro

1 comment

Leave a Comment