ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଘରେ ମହିଳାମାନଙ୍କ ହାତରେ ଚାବିକାଠି ରହିଥାଏ। ପୁରୁଷ ସିନା ରୋଜଗାର କରିଥାନ୍ତି, କିନ୍ତୁ ଘରର ସବୁ ଦାୟିତ୍ୱ ମହିଳା ହିଁ ନେଇଥାନ୍ତି।
ଘରେ ମହିଳାମାନଙ୍କ ହାତରେ ଚାବିକାଠି ରହିଥାଏ। ପୁରୁଷ ସିନା ରୋଜଗାର କରିଥାନ୍ତି, କିନ୍ତୁ ଘରର ସବୁ ଦାୟିତ୍ୱ ମହିଳା ହିଁ ନେଇଥାନ୍ତି। ଘରର ଧନ ସମୃଦ୍ଧି ରକ୍ଷା କରିବା ଦାୟିତ୍ୱ ମହିଳାମାନଙ୍କ ହାତରେ ହିଁ ରହିଥାଏ। ସେମାନେ ଘରର ସବୁ ଚାବିକୁ ଏକାଠି କରି ସମ୍ଭାଳି ରଖିଥାନ୍ତି।
ଏହି ଚାବିକୁ ସମ୍ଭାଳି ରଖିବାର ମଧ୍ୟ ବିଶେଷ ସ୍ଥାନ ରହିଛି। ଯାହାକୁ ଆପଣେଇଲେ ଘରେ କେବେ ଟଙ୍କା ପଇସାର ବେକାର୍ ଖର୍ଚ୍ଚ ହୋଇନଥାଏ। ଭୁଲ ଦିଗରେ ଚାବି ରଖିଲେ ପଇସା ମାମଲାରେ ଆପଣ ପଛରେ ପଡ଼ି ପାରନ୍ତି। ଆଜି ଆପଣଙ୍କୁ ଘରର ଚାବି ରଖିବାର ସଠିକ୍ ସ୍ଥାନ ବିଷୟରେ କହିବୁ ଯାହାକୁ ଆପଣେଇ ଆପଣଙ୍କ ଭାଗ୍ୟ ଖୋଲିପାରିବେ।
ପ୍ରାଚିନ କାଳରେ ମହିଳାମାନେ ଚାବିକାଠିକୁ ଅଣ୍ଟାରେ ରଖୁଥିଲେ। ଏହାକୁ ମଧ୍ୟ ଶୁଭ ବୋଲି ଧରାଯାଏ। କିନ୍ତୁ ଏହାକୁ ତକିଆ ତଳେ ରଖିବା ଅଶୁଭ ବୋଲି କୁହାଯାଏ। ଆପଣ ଯେତେ ଧନ କମାନ୍ତୁ ପଛେ ଚାବିକୁ ଯଦି ତକିଆ ତଳେ ରଖିବେ ଟଙ୍କା ପଇସାକୁ କେବେ ସ୍ଥିର କରି ରଖି ପାରିବେ ନାହିଁ। ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯିବ।
ଚାବିକାଠିକୁ ଆପଣ ଡ୍ରଇଂ ରୁମ୍ରେ ଟାଙ୍ଗିକି ରଖନ୍ତୁ ନାହିଁ। ଏହାକୁ ବାଥ୍ରୁମ୍ କାନ୍ଥରେ ମଧ୍ୟ ଟାଙ୍ଗିକି ରଖିବା ଉଚିତ୍ ନୁହେଁ। ଏହାକୁ ଟାଙ୍ଗିବାର ଠିକ୍ ଦିଗ ହେଲା ଉତ୍ତର ଦିଗ। ଏହି ଦିଗରେ ଚାବିକାଠି ଟାଙ୍ଗିଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ହୋଇଥାଏ। ଘରେ କେବେ ଧନର ଅଭାବ ହୋଇ ନଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।