ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଅଣ୍ତା ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
ଅଣ୍ତା ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆମ ଶରୀରରେ ଗୋଟିଏ ଦିନରେ ସୀମିତ ପ୍ରୋଟିନ୍, ମିନେରାଲ୍ସ ଏବଂ ଚର୍ବି ଆବଶ୍ୟକ କରିଥାଏ ଏପରି ପରିସ୍ଥିତିରେ, ଯଦି ଆମେ ଅଣ୍ଡାକୁ ଅତ୍ୟଧିକ ଖାଇଥାଉ, ତେବେ ଆମ ସ୍ୱାସ୍ଥ୍ୟରେ ଏହାର ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଗୋଟେ ଦିନରେ କେତେଟା ଅଣ୍ଡା ଖାଇବା ଉଚିତ୍ ।
ଗୋଟେ ଦିନରେ କେତେଟା ଅଣ୍ତା ଖାଇବା ଉଚିତ୍ ଜଣେ ସୁସ୍ଥ ବ୍ୟକ୍ତି ସପ୍ତାହରେ ୫ ରୁ ୬ ଟି ଅଣ୍ଡା ଖାଇବା ଉଚିତ୍ ଅର୍ଥାତ୍ ଗୋଟିଏ ଦିନରେ ଆପଣ ମାତ୍ର ଗୋଟେ ହିଁ ଅଣ୍ତା ଖାଇପାରିବେ । ଏବଂ ଯଦି ଆପଣ ଅଣ୍ଡାର କେବଳ ଧଳା ଅଂଶ ଖାଆନ୍ତି, ତେବେ ଆପଣ ପ୍ରତିଦିନ ଦୁଇଟି ଅଣ୍ଡାର ଧଳା ଅଂଶ ଖାଇପାରିବେ । ଯେଉଁ ଲୋକମାନେ ଦିନରେ ୨୫ ରୁ ୩୦ ଗ୍ରାମ ପ୍ରୋଟିନ୍ ଆବଶ୍ୟକ କରନ୍ତି, ଅର୍ଥାତ୍ ଯେଉଁମାନେ ଜିମରେ ବ୍ୟାୟାମ କରନ୍ତି ସେମାନେ ମଧ୍ୟ ଦିନକୁ ୨-୩ ଟି ଅଣ୍ଡା ଖାଇବା ଉଚିତ୍ । ଅଣ୍ଡା ବ୍ୟତୀତ ଆପଣ ଡାଲି ଏବଂ ଅନ୍ୟାନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ୍ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।