ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ବାସ୍ତୁ ଅନୁସାରେ ଅନେକ ଲୋକ ଘରେ, ଅଫିସ୍ରେ କିମ୍ବା କାର୍ ଆଦିରେ ପିରାମିଡ୍ ରଖନ୍ତି। ଏହାକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ।
ବାସ୍ତୁ ଅନୁସାରେ ଅନେକ ଲୋକ ଘରେ, ଅଫିସ୍ରେ କିମ୍ବା କାର୍ ଆଦିରେ ପିରାମିଡ୍ ରଖନ୍ତି। ଏହାକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ।ବାସ୍ତୁ ଅନୁସାରେ ‘ପିରାମିଡ୍’କୁ ଗାଡ଼ିରେ ରଖିଲେ ଦୁର୍ଘଟଣାରୁ ରକ୍ଷା ମିଳେ। କେବଳ କାର୍, ବସ୍, ଟ୍ରକ୍ ନୁହେଁ, ଏହାକୁ ବାଇକ୍ରେ ମଧ୍ୟ ରଖାଯାଇପାରିବ। ପାଖରେ ପିରାମିଡ୍ ଥିଲେ, ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ। ତେବେ ବାସ୍ତୁବିତ୍ଙ୍କ ମତରେ ପିରାମିଡ୍ରୁ ଆଉ କେଉଁ ସବୁ ଲାଭ ମିଳେ ଓ ଏହାକୁ କେମିତି ବ୍ୟବହାର କରିବେ, ତାହା ବି ଜାଣି ନିଅନ୍ତୁ।
୧. ବାସ୍ତୁ ଅନୁସାରେ ‘ପିରାମିଡ୍’ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏକ ପାତ୍ରରେ ଚାଉଳ ରଖି ଏହା ଉପରେ ପିରାମିଡ୍ ରଖନ୍ତୁ ଏବଂ ଗଜାନନଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ସେହି ଚାଉଳରେ ଖିରି ପ୍ରସ୍ତୁତ କରି ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବ।
୨. ସେହିପରି ଏକ ପାତ୍ର କିଛି ପାଣି ନେଇ ସେଥିରେ ପିରାମିଡ୍ ରଖନ୍ତୁ। ପରେ ସେହି ପାଣିକୁ ନେଇ ମୁହଁ ଓ ଆଖିକୁ ଧୁଅନ୍ତୁ। ଏପରି କଲେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହିତ ଆଖି ସୁସ୍ଥ ରହିବ।
୩. ବାସ୍ତୁ ଅନୁସାରେ ବ୍ୟବସାୟରେ ଉନ୍ନତି ପାଇଁ ପାଖରେ ପିରାମିଡ୍ ରଖନ୍ତୁ। ମା’ ଲକ୍ଷ୍ମୀଙ୍କର ପୂଜା କରି ପିରାମିଡ୍କୁ ଦୋକାନରେ ବା କାର୍ଯ୍ୟସ୍ଥଳରେ ଉତ୍ତର-ପୂର୍ବ କିମ୍ୱା ଉତ୍ତର ଦିଗରେ ଏହାକୁ ରଖନ୍ତୁ। ଏହାଦ୍ୱାରା ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ।
୪. ଏହା ମଧ୍ୟ କୁହାଯାଏ ଯେ, ରୋଗରୁ ଉପଶମ ପାଇବା ପାଇଁ ଆପଣ ପିରାମିଡ୍ର ବ୍ୟବହାର କରିପାରିବେ। ବାସ୍ତୁ ଅନୁସାରେ ଆପଣଙ୍କର ଯେଉଁ ଅଙ୍ଗରେ ଯନ୍ତ୍ରଣା ହେଉଛି, ସେହି ସ୍ଥାନରେ ଏକ ପିରାମିଡ୍କୁ କପଡ଼ା ସାହାଯ୍ୟରେ ବାନ୍ଧନ୍ତୁ। ଏପରି କଲେ ଆପଣଙ୍କୁ ଶୀଘ୍ର ଉପଶମ ମିଳିବ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।