ଆଜି ଚିଙ୍ଗୁଡିରେ ପ୍ରସ୍ତୁତ କରିବା ଏକ ନିଆରା ଖାଦ୍ଯ "ଚିଙ୍ଗୁଡି ସୁରୁଆ"
ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।
Loading...
ଯେତେବେଳେ ବି କିଛି ଚଟପଟା ଖାଇବାକୁ ମନ ହୋଇଥାଏ ସେତେବେଳେ ଲୋକଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଥାଏ ଗୁପଚୁପ୍ ନଚେତ ଭେଲପୁରୀ। ଏହାର ସ୍ୱାଦ ଚାଖିବା ପାଇଁ ଲୋକାମାନେ ଗୁପଚୁପ ଓ ଭେଲ ଆଡକୁ ଟାଣି ହୋଇଯାନ୍ତି।
ଯେତେବେଳେ ବି କିଛି ଚଟପଟା ଖାଇବାକୁ ମନ ହୋଇଥାଏ ସେତେବେଳେ ଲୋକଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଥାଏ ଗୁପଚୁପ୍ ନଚେତ ଭେଲପୁରୀ। ଏହାର ସ୍ୱାଦ ଚାଖିବା ପାଇଁ ଲୋକାମାନେ ଗୁପଚୁପ ଓ ଭେଲ ଆଡକୁ ଟାଣି ହୋଇଯାନ୍ତି। ତେବେ ଆପଣ ଚାହିଁବେ ତ ଏହାକୁ ଘରେ ବି ବନାଇ ପାରିବେ। ଆଜି ଆମେ ଆପଣଙ୍କୁ ଏହାକୁ ବନାଇବା ରେସିପି ନେଇ ଆସିଛୁ, ଯାହା ବହୁତ କମ୍ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ। ତେବେ ଜାଣନ୍ତୁ ଏହାକୁ କେମିତି କରିବି ପ୍ରସ୍ତୁତ।
ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ଏକାସାଥିରେ ଭଲଭାବେ ମିଶାନ୍ତୁ।
ଏବେ ଏହାକୁ ପ୍ଲେଟରେ ବାହାର କରିଦିଅନ୍ତୁ ଏବଂ ସାଇଡରେ ପାମ୍ପୁଡି ରଖି ସର୍ଭ କରନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।
ଥମେ କୋବିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ହଳଦୀ ଓ ଲୁଣ ଗୋଳେଇ ରଖି ଦିଅନ୍ତୁ । ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ ।
-ପ୍ରଥମେ ଡାଲିରେ ପରିବା ପକାଇ ସିଝାଇ ଦିଅନ୍ତୁ । ପରିବା ସିଝିଗଲେ ତାକୁ କାଢି ଦିଅନ୍ତୁ । ଚୁଲିରେ ଅନ୍ୟ ଏକ ପାତ୍ରରେ ବସାଇ ସେଥିରେ ସୋରିଷ ତେଲ ଦିଅନ୍ତୁ ।