ଆଜି ହିଁ ପ୍ରସ୍ତୁତ କରନ୍ତୁ "ଚିଙ୍ଗୁଡି ଡାଲମା"
-ପ୍ରଥମେ ଡାଲିରେ ପରିବା ପକାଇ ସିଝାଇ ଦିଅନ୍ତୁ । ପରିବା ସିଝିଗଲେ ତାକୁ କାଢି ଦିଅନ୍ତୁ । ଚୁଲିରେ ଅନ୍ୟ ଏକ ପାତ୍ରରେ ବସାଇ ସେଥିରେ ସୋରିଷ ତେଲ ଦିଅନ୍ତୁ ।
Loading...
ପ୍ରଥମେ ପାଳୁଅକୁ ପାଣିରେ କିଛି ସମୟ ଭିଜେଇବା ପରେ ତାକୁ ଛାଣି ବାଟି ଦିଅନ୍ତୁ। ଏବେ ଚିନି ସିରା ପ୍ରସ୍ତୁତ କରନ୍ତୁ। ତା’ପରେ ଗୋଟିଏ ପାତ୍ରରେ ମଇଦା, ସୁଜି, ପାନମଧୁରୀ, ଜୁଆଣିଗୁଣ୍ଡ, ଅଦାଛେଚା ଓ ପାଳୁଅ ବଟା ପକେଇ ଭଲ ଭାବେ ଚକଟି ଦିଅନ୍ତୁ।
ପାଳୁଅ, ମଇଦା, ସୁଜି, ପାନମଧୁରୀ, ଚିନି, ଜୁଆଣି ଗୁଣ୍ଡ, ଅଦା ଛେଚା, ରିଫାଇନ୍ ତେଲ ଓ ଲୁଣ।
ପ୍ରଥମେ ପାଳୁଅକୁ ପାଣିରେ କିଛି ସମୟ ଭିଜେଇବା ପରେ ତାକୁ ଛାଣି ବାଟି ଦିଅନ୍ତୁ। ଏବେ ଚିନି ସିରା ପ୍ରସ୍ତୁତ କରନ୍ତୁ। ତା’ପରେ ଗୋଟିଏ ପାତ୍ରରେ ମଇଦା, ସୁଜି, ପାନମଧୁରୀ, ଜୁଆଣିଗୁଣ୍ଡ, ଅଦାଛେଚା ଓ ପାଳୁଅ ବଟା ପକେଇ ଭଲ ଭାବେ ଚକଟି ଦିଅନ୍ତୁ। ଏଥିରେ ଅଳ୍ପ ରିଫାଇନ୍ ତେଲ, ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକେଇ ପୁଣି ଥରେ ଚକଟନ୍ତୁ। ଚକଟାକୁ ଗୋଲ ଗୋଲ କରି ଗୁଳା ପ୍ରସ୍ତୁତ କରନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣି ଦିଅନ୍ତୁ। ଛଣା ହୋଇଥିବା ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚିନି ସିରାରେ ପକାନ୍ତୁ। ୫ ମିନିଟ୍ ପର୍ଯ୍ୟନ୍ତ ସେଗୁଡ଼ିକୁ ଚିନି ସିରାରେ ଭିଜାଇ ରଖନ୍ତୁ। ତା’ପରେ ସେଗୁଡ଼ିକୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ‘ପାଳୁଅ ଲଡ଼ୁ’।
Shakespeare, in the beautiful garden, among the party. Some of the hall: in fact she was ever to.
-ପ୍ରଥମେ ଡାଲିରେ ପରିବା ପକାଇ ସିଝାଇ ଦିଅନ୍ତୁ । ପରିବା ସିଝିଗଲେ ତାକୁ କାଢି ଦିଅନ୍ତୁ । ଚୁଲିରେ ଅନ୍ୟ ଏକ ପାତ୍ରରେ ବସାଇ ସେଥିରେ ସୋରିଷ ତେଲ ଦିଅନ୍ତୁ ।
ପ୍ରଥମେ ପାଉଁରୁଟିକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ।
ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ଦିଅନ୍ତୁ । ଏଥିରେ ଅଦା ଛେଚା, କଟା ଧଣିଆପତ୍ର, ଅଳ୍ପ ଲୁଣ, ଛୋଟ ଛୋଟ କଟା ଲଙ୍କା, ଜୀରା ଓ ଲଙ୍କା ଗୁଣ୍ଡ, ଗରମ ମସଲା, ଅଧା ଚୂଡା ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଛୋଟ ଛୋଟ ଗୋଳା ବା ବଲ ପରି କରନ୍ତୁ ।