VASTU

ପିଲାର ନାମ କରଣ କରିବାକୁ ଯାଉଛନ୍ତି କି!! ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

cute baby

ପିଲାଟିର ଜନ୍ମ ପରେ ସବୁଠୁ  ବଡ କାମ ହେଲା ପିଲାର ନାମ କାରଣ । କାରଣ ଏହି ନାମ  ହିଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତା ସହିତ  ରହେ। ପିଲାର ନାମକରଣ ବେଳେ ଯଥେଷ୍ଟ ସାବଧାନତା  ଅବଲମ୍ବନ କରିବାକୁ ପଡିଥାଏ।  ଆସନ୍ତୁ ଜାଣିବା ପିଲାର ନାମକରଣ ସମୟରେ ଆମକୁ କେଉଁ ଦିଗ ପ୍ରତି ସଚେତନ  ରହିବାକୁ ପଡିବ।

ନାମ ଚୟନ କରିବାର ସଠିକ ବିଧି

୧) ପିଲାର ନାମ ଏପରି ରଖନ୍ତୁ ନାହି ଯେପରି ସେ ନିଜର ନାମ ପ୍ରକାଶ କରିବାକୁ କୁଣ୍ଠାବୋଧ  କରିବା ତଥା ସାଙ୍ଗ ଓ କୌଣସି ପରିବେଶରେ ଥଟ୍ଟା ପରିହାସର ଶିକାର ନହୁଏ।

୨) କୌଣସି ସେଲିବ୍ରେଟିଙ୍କ  ନାମକୁ ଅନୁକରଣ  କରିବା  ଠିକ ନୁହେଁ।

୩) ଏପରି ନାମ ଚୟନ କରନ୍ତୁ ଯାହାକୁ  ଉଚ୍ଚାରଣ  କରିବାକୁ ସହଜ ହେବ।

୪)ପରିବାରର କୌଣସି ପୂର୍ବଜଙ୍କ  ନାମ ମଧ୍ୟ ରଖନ୍ତୁ ନାହିଁ।

୫)କୌଣସି ଗିତା ଓ ଭଗବତରେ ଥିବା କଳୁଷିତ  ନାମକୁ  ପିଲାଙ୍କର ନାମ ରଖିବା ଉଚିତ ନୁହେଁ।

cute baby
 baby

୫) ବାସ୍ତୁଅନୁସରେ  ଦୌପଦୀ, କଂସ, ରାବଣ ଭଳି କେତେଗୁଡିଏ ନାମ ରଖିବାକୁ ମଧ୍ୟ ମନା କରାଯାଇଛି।

ପିଲାର ନାମକରଣ କେବଳ ସକାରାତ୍ମକ  ଅର୍ଥ ଜଡିତ ହେବା ଉଚିତ। ଏଭଳି ନାମ ରଖନ୍ତୁ ନାହିଁ, ଯାହା ନକାରତ୍ମକ  ପ୍ରଭାବ ପକାଇବ। ଏହିସବୁ ଦିଗପ୍ରତି ଧ୍ୟାନ ଦେଲେ ପିଲାର ଭବିଷ୍ୟତ ଭଲ ରହିଥାଏ ବୋଲି ବିଶ୍ବାସ କରାଯାଏ।

ପଢନ୍ତୁ: ଅନ୍ୟର ଏହି ୬ଟି ଜିନିଷ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ

Related posts

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ?

ENO Beuro

ସକରାତ୍ମକ ଚିନ୍ତାଧାରା ସଫଳତାର ପ୍ରଥମ ପାହାଚ ! ଅଫିସରେ ଥିବା ବେଳେ ଆପଣାନ୍ତୁ ଏହି ଉପାୟ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ,ଏହି ୫ ଟି ଜିନିଷ ପର୍ସରେ ରଖନ୍ତୁ ,ବଢିପାରେ ଆପଣଙ୍କ ଧନ ?

ENO Beuro

Leave a Comment