EnewsOdia.Com

କମ ଲୁଣ ଖାଇବା ବି ହୋଇପାରେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ

ଲୁଣ ଅଧିକ ଖାଇବା ଦ୍ୱାରା ଆମ ଶରୀରର ଅନେକ ଗୁଡିଏ କ୍ଷତି ହୋଇଥାଏ ଯାହା ଆମେ ସମସ୍ତେ ଜାଣିଥାଉ । ରକ୍ତଚାପ ବୃଦ୍ଧି ହେବା ସହିତ ବହୁ ରୋଗରେ ମଧ୍ୟ ଅଧିକ ଲୁଣ ଖାଇବା ଆମ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ଅନେକ ଲୋକ ଲୁଣ କମ ଖାଇବାକୁ ପରାମର୍ଶ ଦେବା ସହିତ ଲୁଣ କମ ଖାଇବା ଦ୍ୱାରା ଅନେକ ଗୁଡିଏ ଫାଇଦା ମଧ୍ୟ କହିଥାନ୍ତି । କିନ୍ତୁ ଲୁଣ କମ ଖାଇବା ଦ୍ୱାରା ଯେ ଶରୀରର କ୍ଷତି ହୋଇପାରେ ତାହା ହୁଏତ ବହୁତ କମ ଲୋକ ଜାଣିଥିବେ ।

୧) ଲୁଣ କମ ଖାଇବା ଦ୍ୱାରା ରକ୍ତଚାପର ନିୟନ୍ତ୍ରଣ ଠିକ ଭାବରେ ହୋଇନଥାଏ । ଯାହା ଫଳରେ ଆମ ଶରୀରରେ ରକ୍ତଚାପ କମ ହୋଇଯାଏ ।

୨) ଲୁଣରେ ଅଧିକ ମାତ୍ରାରେ ସୋଡିୟମ ଥାଏ ଯାହା ଆମ ଶରୀରର ସୋଡିୟମର ଆବଶ୍ୟକତା କୁ ପୁରା କରିଥାଏ । ଲୁଣ କମ ଖାଇବା ଦ୍ୱାରା ଆମ ଶରୀରରେ ସୋଡିୟମର ଅଭାବ ଦେଖା ଦିଏ ଏବଂ ଡାଏବେଟିସ ଟଇପ-୨ ରୋଗରେ ଶିକାର ହେବାର ସମ୍ଭାବନା ମଧ୍ୟ ବଢିଯାଏ ।

୩) ଆମେରିକାର ଗୋଟିଏ ରିସର୍ଚ ଅନୁସାରେ ଲୁଣ କମ ଖାଇବା ଦ୍ୱାରା ଶରୀରରେ ଥିବା କୋଲେଷ୍ଟ୍ରଲ ଶରୀରରେ ହିଁ ଜମି ରୁହେ ଯାହା ଫଳରେ ଆମକୁ ଅତ୍ୟଧିକ କୋଲେଷ୍ଟ୍ରଲ ବା ଓବେଓିଟି ଭଳି ଭୟଙ୍କର ରୋଗର ସାମ୍ନା କରିବାକୁ ପଡିଥାଏ ।

ପଢନ୍ତୁ: ଆପଣାନ୍ତୁ ଏହି ସମର ଟିପ୍ସ ଓ ଫିଟ୍ ରୁହନ୍ତୁ

ସମ୍ବନ୍ଧିତ ଖବର

ପାଳଙ୍ଗ ଶାଗ ଦିଏ ଅନେକ ସମସ୍ୟାରୁ ମୁକ୍ତି

Ratnamani Maharana

ଏହି ରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ଖାଆନ୍ତୁ କାଜୁ

Ratnamani Maharana

ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

Ratnamani Maharana

ଜାଣନ୍ତୁ ଟିକେ ଅଳସୁଆ ହେବାର ଫାଇଦା

Ratnamani Maharana

ଶୀତ ଦିନ ଯାତ୍ରା ସମୟରେ ଏପରି କରନ୍ତୁ ନିଜ ତ୍ୱଚାର ସୁରକ୍ଷା

Ratnamani Maharana

ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଶୀତଦିନେ ଖାଆନ୍ତୁ ଏହି ୧୦ ଜିନିଷ

Ratnamani Maharana