VASTU

ମନର ଏକାଗ୍ରତାକୁ ବଢ଼ାଇବାରେ ସହାୟକ ହୋଇଥାଏ ତିଳକ

Ti

ହିନ୍ଦୁ ଧର୍ମରେ ଯେ କୌଣସି ପୂଜା ପାଠ ଅଥବା ମାଙ୍ଗଳିକ କାର୍ଯ୍ୟ ବେଳେ ଆମେ ସିନ୍ଦୂର ତିଳକ ଲଗାଇଥାଉ। ଏହା ଆମ ସଂସ୍କୃତିରେ ବହୁତ ଶୁଭ ବୋଲି ଧରାଯାଏ। ପୂଜା ଥାଳିରେ ଥିବର ସିନ୍ଦୂରର କେବଳ ଧାର୍ମିକ ମହତ୍ତ୍ୱ ନ ଥାଏ। ଏହା ପଛରେ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ତାହାଲେ ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ ବିଷୟରେ।

ବୈଜ୍ଞାନିକ ମହତ୍ୱ

ପୂଜାରେ ବ୍ୟବହାର ହେଉଥିବା ସିନ୍ଦୂର ଏକ ପ୍ରକାର ଔଷଧ ମଧ୍ୟ। ଯାହାକୁ ଆର୍ୟୁବେଦରେ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ମୁଣ୍ଡରେ ଲଗାଉଥିବା ସିନ୍ଦୂର ତିଳକ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ, ଏହା ଆମ ମନର ଏକାଗ୍ରତାକୁ ବି ବଢ଼ାଇଥାଏ।

ଷୋଳ ଶୃଙ୍ଗାର ସହ ଜଡ଼ିତ ତିଳକ

ଷୋଳ ଶୃଙ୍ଗାର ସହ ଜଡ଼ିତ ତିଳକ ସୁନ୍ଦରତା ବଢ଼ାଇବା ସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ। ସୌଭାଗ୍ୟକୁ ବଢ଼ାଉଥିବା ସିନ୍ଦୂର ଆମ ଜୀବନରେ ବିଶେଷ ମହତ୍ତ୍ୱ ରଖିଥାଏ। କେବଳ ତିଳକ ନୂହେଁ, ମଥାରେ ଲାଲ୍‌ ବିନ୍ଦି ଲଗାଇବା ମଧ୍ୟ ଶୁଭ ବୋଲି ଧରାଯାଏ। ଲାଲ୍‌ ରଙ୍ଗ ଉତ୍ସାହ, ଶୁଭ ଏବଂ ସାହସର ପ୍ରତୀକ ହୋଇଥାଏ।

ପଢନ୍ତୁ: ଚପଲ ବା ଜୋତା ଚୋରି ହେବା ଶୁଭ ନା ଅଶୁଭ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ରବିବାର ଦିନ କରନ୍ତୁ ଏହି କାର୍ଯ୍ୟ ,ଦୂର ହେବ ଅନେକ ସମସ୍ୟା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟଠାରୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ ଏହି ସବୁ ଉପହାର

ENO Beuro

ଅନ୍ୟ କାହାର ଏହି ପାଞ୍ଚଟି ଜିନିଷ ବ୍ୟବହାର କରନ୍ତୁ ନାହିଁ , ନଚେତ ବିପଦର ସମ୍ମୁଖୀନ ହୋଇପାରନ୍ତି

ENO Beuro

1 comment

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ May 30, 2019 at 11:00 am

[…] ମନର ଏକାଗ୍ରତାକୁ ବଢ଼ାଇବାରେ ସହାୟକ ହୋଇଥାଏ… […]

Leave a Comment